fbpx

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇଙ୍କୁ ଗିରଫ କଲା ପୋଲିସ, ଜାଣନ୍ତୁ କ’ଣ ରହିଛି ମାମଲା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍‌ର ଅଲରାଉଣ୍ଡର ତଥା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇକୁ ମୁମ୍ବାଇ ପୋଲିସ ଗିରଫ କରିଛି । ତେବେ ୩ ବର୍ଷ ତଳର ଠକେଇ ମାମଲାରେ…

ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ପରୀକ୍ଷା ଖାତା ଦେଖି ଭାବୁକ ହୋଇଗଲେ ଶିକ୍ଷୟିତ୍ରୀ: ଆନସର ଶିଟରେ ଲେଖାଥିଲା ପ୍ରିୟ ମାଡାମଙ୍କ ଉପରେ ନିବନ୍ଧ

ନୂଆଦିଲ୍ଲୀ: ଆଜିର ଇଣ୍ଟରନେଟ ଜମାନାରେ ଅନେକ ସମୟରେ କିଛି ଛାତ୍ର ଓ କର୍ମଚାରୀଙ୍କ ଅଜବ ପ୍ରକାରର ହରକତ ବିଷୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥାଏ । କେତେବେଳେ କୌଣସି କର୍ମଚାରୀ ତାଙ୍କ ଅଫିସର ବସଙ୍କ ନିକଟକୁ…

Big breaking:୩ ଜଣଙ୍କ ଉପରେ ମାଡିଗଲା ଟ୍ରକ, ଏନଏଚ୍ କାମରେ ଥିଲେ ନିୟୋଜିତ

ଭୁୁବନେଶ୍ୱର: ବରଗଡରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ୩ ଜଣଙ୍କ ଉପରେ ଏକ ଟ୍ରକ ଚଢିଯିବାରୁ ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏନଏଚ୍ କାମରେ ଏହି କର୍ମଚାରୀ ନିୟୋଜିତ ଥିବା ବେଳେ ତାଙ୍କ ଉପରେ ଟ୍ରକ…

ଭୁବନେଶ୍ଵର; ସୁଧ କାରବାରକୁ ନେଇ ବୋମା ଓ ପଥର ମାଡ, ଦୁଇ ଗୁରୁତର

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ପୁଣି ଅଶାନ୍ତ ହେଲା ରାଜଧାନୀ ଭୁବନେଶ୍ବର ପଟିଆ ଅଞ୍ଚଳର ପଦ୍ମକେଶରପୁର । ବୋମା ଓ ପଥର ମାଡରେ ଗୋଟିଏ ପରିବାରର ଦୁଇଜଣ ଗୁରୁତର । ରାଜଧାନୀରେ ଗୋଟିଏ ପରେ ଗୋଟିଏ ଆସୁଛି ଏଭଳି ଚାଞ୍ଚଲ୍ୟ…

ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ: ରାଜ୍ୟ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନର ମତଦାନ ପୂର୍ବରୁ…

ଓଲଟିଲା ସ୍କୁଲ ବସ୍‌: ଅନେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ସରକାରୀ ଛୁଟିରେ ମଧ୍ୟ ଖୋଲା ଥିଲା ବିଦ୍ୟାଳୟ

ନୂଆଦିଲ୍ଲୀ : ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଯାଉଥିଲେ । ଏଥିରେ ଅନେକ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଛି । ଏଥିରେ ଅନେକ…

‘ନେହେରୁଙ୍କ ପାଇଁ ଭାରତ ହୋଇପାରିଲାନି ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ’: ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ଦିନ ରାଜସ୍ଥାନର ବିକାନେର ଜିଲ୍ଲାରେ ଅୟୋଜିତ ଏକ ରାଲିରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ,…

ହାର୍ଭାର୍ଡ ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଏଲିଅନଙ୍କ ଭ୍ରମଣ ଟେକ୍ନୋଲୋଜିକୁ ଯଦି ମାନବ ସଭ୍ୟତା ଉପଯୋଗ କରିପାରିବ ତେବେ ବିନା ବାଧାରେ ମହାକାଶ…

ନୂଆଦିଲ୍ଲୀ: ଆମ ପୃଥିବୀର ଆକାଶରେ ଅନଆଇଡେଣ୍ଟିଫାଏଡ୍ ଫ୍ଲାଇଙ୍ଗ ଅବଜେକ୍ଟ (ୟୁଏଫଓ) ଚିହ୍ନଟ ହୋଇଥିବା ନେଇ ଅନେକ ଥର ଚର୍ଚ୍ଚା ହୋଇଛି । ଏନେଇ ବୈଜ୍ଞାନିକମାନେ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରିଥାନ୍ତି । ତାହା…

ବିଏସପିରୁ ଇସ୍ତଫା ଦେଲେ ସାଂସଦ ମଲୁକ ନାଗର

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖ ଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ ।…

ଏପ୍ରିଲ-ମେ’ ମାସରେ ଇସ୍ରାଏଲ ଯିବେ ୬ ହଜାର ଭାରତୀୟ ଶ୍ରମିକ 

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ' ମାସରେ ଭାରତରୁ ପ୍ରାୟ ୬ ହଜାର ଶ୍ରମିକ ଇସ୍ରାଏଲ୍ ଯିବେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅକ୍ଟୋବର ୨୦୨୩ରୁ ଗାଜା ଉପରେ ଇସ୍ରାଏଲ…