ଭୁଲରେ ବି ଦାନ କରନ୍ତୁନି ଏହି 7 ଜିନିଷ; ଘରୁ ଚାଲିଯିବେ ଲକ୍ଷ୍ମୀ, ହୋଇଯିବେ କାଙ୍ଗାଳ
ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଦାନକୁ ମହା ପୁଣ୍ୟ ବୋଲି କୁହାଯାଏ। ଦାନ କରିବା ଦ୍ୱାରା ବ୍ୟକ୍ତିକୁ ସୁଖ ଏବଂ ଶାନ୍ତି ମିଳିଥାଏ। କିନ୍ତୁ ଏପରି ଅନେକ ଜିନିଷ ଅଛି ଯାହା ଦାନ କରିବା ଭୁଲ ବୋଲି ବିବେଚନା କରାଯାଏ।…