ଆଗକୁ ବଢ଼ିବ AIର ବିଶାଳ ସାମ୍ରାଜ୍ୟ… ଅକାମୀ ହୋଇଯିବ ଆପଣଙ୍କ ଲାପଟପ୍, ଦାମୀ ସ୍ମାର୍ଟ ଫୋନ୍
ୱାଶିଂଟନ: ବର୍ଷ ଆରମ୍ଭରୁ, AIର ବ୍ୟବହାର ଦ୍ରୁତ ଗତିରେ ବଢିଚାଲିଛି । ପ୍ରତ୍ୟେକ ଦିନ AI କିଛି ନା କିଛି ନୂଆ ଆବିଷ୍କାର କରୁଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଏ ନେଇ OpenAI CEO ସାମ୍ ଅଲ୍ଟମ୍ୟାନ୍…