ଛୋଟ ଛୁଆଙ୍କୁ ଲୁଣ-ଚିନି ଦେଉଥିଲେ ସାବଧାନ! ସ୍ବାସ୍ଥ୍ୟ ଉପରେ ପଡିପାରେ ଗମ୍ଭୀର ପ୍ରଭାବ
ନୂଆଦିଲ୍ଲୀ: ପ୍ରାୟତଃ ଘରର ବଡ଼ମାନେ ନୂତନ ପିତାମାତାଙ୍କୁ ପରାମର୍ଶ ଦିଅନ୍ତି ଯେ ପିଲାର ଖାଦ୍ୟରେ ଟିକେ ଲୁଣ କିମ୍ବା ଚିନି ମିଶାଇଲେ ତା’ର ସ୍ୱାଦ ବଢ଼ିବ ଏବଂ ପିଲାଟି ଏହାକୁ ଭଲ ଭାବରେ ଖାଇବ । କିନ୍ତୁ ଆଧୁନିକ…