ଅକନୁରରେ ସେନାକୁ ବଡ ସଫଳତା, ଲୁଚିଥିବା ୩ ଆତଙ୍କୀ ସେନା ଗୁଳିରେ ନିହତ

ଶ୍ରୀନଗର: ଜମ୍ମୁର ଅକନୁର ଅଞ୍ଚଳରେ ସୁରକ୍ଷାବଳଙ୍କୁ ବଡ ସଫଳତା । ସେନା ଗୁଳିରେ ୩ ଆତଙ୍କୀ ନିହତ । ସୋମବାର ସକାଳୁ ସେନା ଉପରେ ଆକ୍ରମଣ ପରେ ଆରମ୍ଭ ହୋଇଥିଲା ଅପରେସନ । ଏଥିରେ ତିନି ଜଣ ଆତଙ୍କଦାବୀଙ୍କ ମୃତ୍ୟୁ ହୋଇଛି…

(Video) ସତ ହେବ କି ଭବିଷ୍ୟବାଣୀ? ନଭେମ୍ବରରେ ଓଡ଼ିଶାକୁ ଆସୁଛି ଆଉ ଏକ ବାତ୍ୟା! ୧୫ ତାରିଖରେ ରଚିବ ତାଣ୍ଡବ

ଓଡ଼ିଶା ଭାସ୍କର: ଅକ୍ଟୋବର ନଭେମ୍ବର ମାସ ଆସିଲେ ଓଡିଶାବାସୀଙ୍କ ମନରେ ଛନକା ପଶୁଛି । ଅକ୍ଟୋବର ୨୪ ତାରିଖରେ ବାତ୍ୟା ଦାନା ରାଜ୍ୟର ତିନୋଟି ଜିଲ୍ଲାରେ ତାଣ୍ଡବ କରିଛି । ଏବେ ବି ବନ୍ୟା ପାଣି ଘେରରେ ଏବେ ଅଛନ୍ତି ଶହ ଶହ…

(Video) ‘ମୋଦୀ ଲଡୁ’: ଦୀପାବଳି ପୂର୍ବରୁ ମିଠା ଦୋକାନୀ ପିଏମ ମୋଦୀଙ୍କ ନାମରେ ରଖିଛନ୍ତି ଶାହୀ ଲଡୁର ନାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକ ଏବଂ ମିଠା ବିକ୍ରେତା ସଞ୍ଜବୀ ଓରଫ ଲାଲୁ ଶର୍ମା ଦୀପାବଳି ପର୍ବ ପାଇଁ ‘ମୋଦୀ ଲଡୁ’ ନାମକ ଏକ ଖାସ ଲଡୁ ତିଆରି କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ବର୍ଷ…

ବାରାମତି ଆସନରେ ଲଢେଇ ହେବ ରୋଚକ, ପୁତୁରାକୁ ମାତ ଦେବାକୁ ମୈଦାନରେ ପୁତୁରା

ମୁମ୍ବାଇ: ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନ୍ୟ ବର୍ଷ ତୁଳନାରେ ରୋଚକ ହେବାକୁ ଯାଉଛି । ଚଳିତ ଥର ସରଦ ପାୱାର ଖେଳିଛନ୍ତି ପୁତୁରା କାର୍ଡ । ରାଜନୀତିରେ ହାତ ଧରି ବାଟ କଢେଇଥିବା ଅଜିତ ପାୱାର ଦାଦାଙ୍କୁ ପଟି…

ରାଜ୍ୟ ସରକାରଙ୍କ ନୂଆ ଯୋଜନା: ମଠ-ମନ୍ଦିରର ପରିଚାଳନା ସମସ୍ୟାର ହେବ ସମାଧାନ

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି ଓଡ଼ିଶା ସରକାର । ରାଜ୍ୟର ବିଭିନ୍ନ ମଠ-ମନ୍ଦିର ଇତ୍ୟାଦି ପାଇଁ ଏହି ଯୋଜନା ଆଣିବାକୁ ଯାଉଛନ୍ତି । ମଠ ଏବଂ ମନ୍ଦିର ଗୁଡ଼ିକର ଉଚିତ୍ ରକ୍ଷଣାବେକ୍ଷଣ ଏବଂ…

ଚଳିତବର୍ଷ ସୁନା ଦର ବୃଦ୍ଧି ପାଇଛି ୩୩%, ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ କିଣୁଛନ୍ତି ବିପୁଳ ପରିମାଣର ଗୋଲ୍ଡ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଲଗାତାର ସୁନା ବୃଦ୍ଧି ଘଟିବା ସହ ନୂଆ ରେକର୍ଡ ସୃଷ୍ଟି କରିଛି। ତେବେ ଏହାରି ମଧ୍ୟରେ ସୁନା ଦର କମିବ ବୋଲି ଆଶା କରାଯାଉନି। ତେବେ ସୁନା ମୂଲ୍ୟ ଚଳିତବର୍ଷ ସୁନା ଦର ୩୩ ପ୍ରତିଶତ ହୋଇଛି।…

(Video) ଆଜି ସବୁ ଅଳିଆ ସଫା କରି ଦେବି… ପାଣିରେ ଧୋଇଦେଲେ TV-କମ୍ପ୍ୟୁଟର, ଆଉ ତା’ ପରେ…

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ମଜାଳିଆ ଭିଡିଓ ଦେଖିଥିବେ। କିଛି ଭିଡ଼ିଓ ଏପରି ଅଛି ଯାହା କୁ ଦେଖିଲେ ଆପଣଙ୍କ ଦୁଃଖ ମୁହଁ ରେ ଖୁସି ଆସିଯିବ । ତେବେ ଆଗକୁ ଆସୁଛି ପାର୍ବଣ ଋତୁ । ସମସ୍ତେ…

ଚଳିତ ଧନତେରସରେ ଏହି ପୂଜା ବିଧି ସବୁ ସମସ୍ୟାକୁ କରିଦେବ ଛୁ ମନ୍ତର

ଓଡିଶା ଭାସ୍କର: ଆସନ୍ତା କାଲି ଧନତେରସ । ଏହି ପବିତ୍ର ଦିନ ପାଇଁ କିଏ କେତେ ପ୍ରକାରର ପ୍ରସ୍ତୁତି କରିଛନ୍ତି । ତେବେ ଚଳିତ ବର୍ଷ ୧୦୦ ବର୍ଷ ପରେ ପଡୁଛି ମହାଯୋଗ । ତେଣୁ ଚଳିତ ଧନତେରସ ଅନ୍ୟ ବର୍ଷ ତୁଳନାରେ ଅଧିକ…

ଇସ୍ତଫା ଦେଲେ ଦଳର ମୁଖ୍ୟ କୋଚ୍: ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ବୋର୍ଡକୁ ଲାଗିଲା ଝଟକା 

ନୂଆଦିଲ୍ଲୀ: ଆଗକୁ ଆସୁଛି ଚମ୍ପିଆନ୍ସ ଟ୍ରଫି-୨୦୨୫ । ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତିପର୍ବ ଆରମ୍ଭ କରି ସାରିଛନ୍ତି । ଖୁବଶୀଘ୍ର ଏହି ବଡ଼ ଇଭେଣ୍ଟରେ ମହାଲଢେଇ ଦେଖିବାକୁ ମିଳିବ । ତେବେ ଏହାପୂର୍ବରୁ ପାକିସ୍ତାନ ଦଳକୁ…

ସୁରକ୍ଷା କ୍ଷେତ୍ରରେ ଭାରତର ଅଗ୍ରଗତି, ୧୦୦ରୁ ଅଧିକ ରାଷ୍ଟ୍ରକୁ ଯୋଗାଉଛି ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସ୍ୱାବଲମ୍ବୀ ହେବା ସହ ଅନ୍ୟ ରାଷ୍ଟ୍ରଙ୍କୁ ମଧ୍ୟ ରକ୍ଷା ଉପକରଣ ବିକ୍ରି କରି ନୂଆ ଏକ ଆଧ୍ୟାୟ ସୃଷ୍ଟି କରିଛି । ଭାରତ ୨୦୨୩-୨୪ଆର୍ଥିକ ବର୍ଷରେ ୨୧ ହଜାର କୋଟି ଟଙ୍କାର…