‘ପୁରୁଣା ବୋତଲରେ ନୂଆ ମଦ’, ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ନିର୍ବାଚନ କମିଶନଙ୍କ କଡ଼ା ଜବାବ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କିଛିଦିନ ତଳେ ପ୍ରେସମିଟ କରି ନିର୍ବାଚ ଆୟୋଗଙ୍କ ଉପରେ ଭୋଟ ଚୋରିର ଅଭିଯୋଗ ଲଗାଇଥିଲେ। ବର୍ତ୍ତମାନ ଏହା ଉପରେ ନିର୍ବାଚନ କମିଶନଙ୍କ ଜବାବ ସାମ୍ନାକୁ ଆସିଛି। କମିଶନ…

ନିଜ ପିନ୍ଧା ଶାଢ଼ୀର କାନିକୁ ଚିରି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ମହିଳା

ଉତ୍ତରାଖଣ୍ଡ: ରାତି ପାହିଲେ ରାଖୀ ପୂର୍ଣ୍ଣମୀ। ହେଲେ ରକ୍ଷା ବନ୍ଧନ ପୂର୍ବରୁ ନିଜ ପିନ୍ଧା ଶାଢ଼ୀର କାନିକୁ ଚିରି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲା ମହିଳା। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛି।…

ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିଲେନି ଟ୍ରମ୍ପ, ପୁଟିନଙ୍କ ସହ କଥା ହେଲେ ମୋଦୀ, ଏବେ ଯୁଦ୍ଧ ବନ୍ଦ!

ନୂଆଦିଲ୍ଲୀ: ଆଜି ଯାଏଁ ଅନେକ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ବନ୍ଦ କରିପାରିଲେ ନାହିଁ।  ହେଲେ ଏବେ ଏହି ଯୁଦ୍ଧକୁ ବନ୍ଦ…

ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ: କହିଲେ- ନକଲି ସରକାରୀ ଡକ୍ୟୁମେଣ୍ଟ ତିଆରି ଏବଂ ବ୍ୟବହାର କରିବା ଆଇନଗତ ଅପରାଧ

ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକା ଯାଞ୍ଚକୁ ନେଇ ବିବାଦ ଜାରି ରହିଛି। ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବଙ୍କ ସମେତ ବିରୋଧୀ ଦଳର ବିଭିନ୍ନ ନେତା ନିର୍ବାଚନ କମିଶନଙ୍କୁ ଟାର୍ଗେଟ…

ICC ପିଚ୍ ରେଟିଂର କଲା ଘୋଷଣା, ଇଂଲଣ୍ଡର ଏହି ଷ୍ଟାଡିୟମ PITCH ସବୁଠୁ ଥିଲା ବେଷ୍ଟ୍‌

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ହୋଇଥିବା 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ, ଉଭୟ ଦଳ 2-2 ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲେ। ଏହି ସିରିଜର ସମସ୍ତ ପାଞ୍ଚଟି ମ୍ୟାଚ୍ ଶେଷ ଦିନରେ ପହଞ୍ଚିଥିଲା ଯେଉଁଥିରେ…

କାରରେ ଆସି ସ୍କୁଲ ସାମ୍ନାରୁ ଛାତ୍ରୀଙ୍କୁ କିଡନାପ କରିନେଲା ଯୁବକ

ଯାଜପୁର: ପୁଣି ଯାଜପୁରରେ ଅପରାଧ। ଦିନକୁ ଦିନ ଯାଜପୁର ଜିଲ୍ଲାରେ ଅପରାଧ ବଢ଼ିବାରେ ଲାଗିଛି। କେତେବେଳେ ନାବାଳିକାକୁ ଗଣଦୁଷ୍କର୍ମର ଅଭିଯୋଗ ଆସୁଛି ତ ଆଉ କେତେବେଳେ ହତ୍ୟା। ଠିକ୍ ସେହିପରି ଏବେ ପୁଣି ଯାଜପୁରରୁ ଏକ…

ଇସାନଙ୍କ ପାଇଁ ବରଦାନ ସାଜିବ କି ପନ୍ତଙ୍କ ଆଘାତ? ଏସିଆ କପରେ ଚମକିପାରେ ଭାଗ୍ୟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି 2025ର ଚତୁର୍ଥ ଟେଷ୍ଟରେ ରିଷଭ ପନ୍ତ ଆହତ ହୋଇଥିଲେ। ଇଂଲଣ୍ଡ ଦ୍ରୁତ ବୋଲର କ୍ରିସ୍ ୱକ୍ସଙ୍କ ବଲ ସିଧାସଳଖ ପନ୍ତଙ୍କ ପାଦରେ ବାଜିଥିଲା।…

ଲୋକଙ୍କୁ ଶସ୍ତାରେ ମିଳିବ ଏଲପିଜି, ଜାଣନ୍ତୁ ମୋଦୀ କ୍ୟାବିନେଟ ବୈଠକରେ ୫ଟି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀରେ ମୋଦି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ 5ଟି ମୁଖ୍ୟ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ ଆସାମ ଏବଂ ତ୍ରିପୁରା ପାଇଁ 4250 କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍…

(ଭିଡିଓ) ବୋହୂ ବେଶରେ ସ୍କୁଲରୁ ବିଦାୟ ନେଲେ ଶିକ୍ଷୟିତ୍ରୀ, କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ପିଲା

ବିହାର: ଭିନ୍ନ ଧରଣରେ ଶିକ୍ଷୟିତ୍ରୀଙ୍କୁ ସ୍କୁଲରୁ ବିଦାୟ ଦିଆଯାଇଛି। ଯେପରି ଝିଅ ବାହାହୋଇ ଘରୁ ଶାଶୁ ଘରକୁ ଯାଉଛି। ଠିକ୍ ସେହି ପରି ଶିକ୍ଷୟିତ୍ରୀଙ୍କୁ ବୋହୂ ପରି ବିଦା କରାଯାଇଥିଲା। ଆଖିରୁ ଲୁହ ପୋଛି ପିଲାମାନେ…

କ୍ୟାନ୍ସର ଆରମ୍ଭରୁ ଶରୀରରେ ଦେଖାଦିଏ ଏହି ଲକ୍ଷଣ, ଶୀଘ୍ର ହୋଇଯାଆନ୍ତୁ ସାବଧାନ!

ଓଡିଶାଭାସ୍କର: କ୍ୟାନ୍ସର ଏମିତି ଏକ ଭୟାନକ ରୋଗ ଯାହାର ନାଁ ଶୁଣିଲେ ଲୋକମାନେ ଭୟଭୀତ ହୋଇଯାଆନ୍ତି।  କିନ୍ତୁ ରୋଗୀକୁ କ୍ୟାନ୍ସର ପାଇଁ ଜୀବନ ହରାଇବାକୁ ପଡ଼ିବ ତାହା ଜରୁରୀ ନୁହେଁ। ଯଦି ଆରମ୍ଭରୁ କର୍କଟ ରୋଗ…