ଲକ୍ଷାଧିକ ଛାତ୍ରଙ୍କ ପାଇଁ ଖୁସି ଖବର! ମୁଖ୍ୟମନ୍ତ୍ରୀ ଘୋଷଣା କଲେ ମାଗଣା ସାଇକେଲ ଯୋଜନା, ଜାଣନ୍ତୁ କେଉଁ ରାଜ୍ୟରେ ଓ କାହାକୁ ମିଳିବ ଲାଭ
ମଧ୍ୟପ୍ରଦେଶ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମୋହନ ଯାଦବ ସରକାର ୧୦ ଜୁଲାଇ ୨୦୨୫ରେ ରାଜ୍ୟର ପ୍ରାୟ ୧୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ବଣ୍ଟନ କରିବେ। ଏହି ଯୋଜନା ଷଷ୍ଠ…