ଭାରି ଦୁଷ୍ଟ ରିଙ୍କୁ ସିଂହ! ୫ ବଲରେ ୫ ଛକା ମାରି ଝିଅ ପଟେଇଥିଲେ ରିଙ୍କୁ, ୨ ବର୍ଷ ପରେ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ: ରିଙ୍କୁ ସିଂହ ବର୍ତ୍ତମାନ ଦୁବାଇରେ ଅଛନ୍ତି, ଯେଉଁଠାରେ ଟିମ୍ ଇଣ୍ଡିଆ 14 ସେପ୍ଟେମ୍ବରରେ ଏସିଆ କପ୍ 2025ରେ ପାକିସ୍ତାନ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ପୂର୍ବରୁ, ରିଙ୍କୁ ସିଂହ ପ୍ରିୟା ସରୋଜଙ୍କ…