ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ୯ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼; ଏହି 6 ରାଶି ପାଇଁ କାଳ ସାଜିବ ରକ୍ତଚନ୍ଦ୍ର, ରୁହନ୍ତୁ ସାବଧାନ…
ଭୁବନେଶ୍ବର: ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ୨୦୨୨ ବର୍ଷ ପରେ ସବୁଠୁ ଲମ୍ବା ଚନ୍ଦ୍ରଗ୍ରହଣ। ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ । ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛି ଏହି ଚନ୍ଦ୍ରଗ୍ରହଣ । ଅନ୍ୟପଟେ…