ଭୟଙ୍କର ଭୂସ୍ଖଳନ: ଆବର୍ଜନାରେ ଦବିଗଲା ବସ ସମେତ ଅନେକ ଯାନବାହନ; ୩୩ ମୃତ

ନୂଆଦିଲ୍ଲୀ: କଲମ୍ବିଆରେ ଭୂସ୍ଖଳନ ହେତୁ ପ୍ରାୟ ୩୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ସଂଖ୍ୟକ ଲୋକ ଫସି ରହିଥିବା ସୂଚନା ମିଳିଛି । ଲଗାଣ ବର୍ଷା ପାଇଁ ରିସରାଲଡା ପ୍ରଦେଶରେ ଭୂସ୍ଖଳନ ହୋଇ ଏକ ବସ୍ ଏବଂ ଅନେକ ଗାଡି ପୋତି…

ଡିପାର୍ଟମେଣ୍ଟ ଗାଡ଼ିରୁ ଡ଼ିଜେଲ ଚୋରି କଲେ ପୋଲିସ, ଶେଷରେ ଏମିତି ପଡିଲେ ଧରା…

ମଧ୍ୟପ୍ରଦେଶ: ପୋଲିସ ଚୋରକୁ ଧରିଥାଏ ଏବଂ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । କିନ୍ତୁ ପୋଲିସ ଯଦି ଚୋରି କରେ ତେବେ ଚୋରକୁ ଧରିବ କିଏ? ଆଜ୍ଞା ହଁ କଥା ଟି ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ଏକ ସତ୍ୟ ଘଟଣା ।…

ଦୀପିକାଙ୍କୁ ମିଳିଲା ବଡ ସମ୍ମାନ; ଫିଫା ବିଶ୍ୱକପ୍‌ରେ ଉନ୍ମୋଚନ କରିବେ ଟ୍ରଫି

ମୁମ୍ବାଇ: ବର୍ତ୍ତମାନ କତାରରେ ଫିଫା ୱାର୍ଲ୍ଡକପ୍‌ ୨୦୨୨ ଥିବା ବେଳେ ଏଥିରେ ବିଶ୍ୱର ଅନେକ ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି । ଏଥିସହିତ ସେମାନେ ନିଜର ଦମଦାର ପଦର୍ଶନ ମଧ୍ୟ ଦେଖାଉଛନ୍ତି । ତେବେ ଏହି ଫିଫା…

ଜମି ବିବାଦ ପାଇଁ ସମ୍ପର୍କରେ ଲାଗିଲା ରକ୍ତର ଛିଟା; ହତ୍ୟା ପରେ ନେଲେ ସେଲଫି

ନୂଆଦିଲ୍ଲୀ: ଟଙ୍କା ଓ ଜମି ପାଇଁ ସମ୍ପର୍କ ଭିତରେ ଅନେକ ସମସ୍ୟା ଦେଖାଯାଏ । ଜମି ପାଇଁ ଭାଇ ଭାଇ ଭିତରେ ବିବାଦ ମଧ୍ୟ ଦେଖାଯାଏ । ଆଉ ଏହି ବିବାଦ ବେଳେବେଳେ ଏତେ ଭୟଙ୍କର ହୋଇଯାଏ ଯେ, ଜଣେ ଅନ୍ୟଜଣର ପ୍ରାଣ ନେବାକୁ…

ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ: ଆଜିଠୁ ୭ ଦିନ ପାଇଁ ରିମାଣ୍ଡରେ ଗଲା ଲେଡି ବ୍ଲାକମେଲର

ଭୁବନେଶ୍ୱର: ହନୀଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଧୀରେ ଧୀରେ ଗୁମର ଫିଟିବାର ଲାଗିଛି । ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ମାମଲାରେ…

ନୌସେନାର ପତାକାର ନୂଆ ଡିଜାଇନ ପାଇଁ ଅନୁମତି ଦେଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ନୌସେନାର ପତାକା ର ନୂତନ ଡିଜାଇନକୁ ଅନୁମୋଦନ କରିଛନ୍ତି । ନୌସେନା ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି । ଡିସେମ୍ବର ୪ ରେ ବିଶାଖାପାଟନମରେ ନୌସେନା…

ଏଟିଏମରୁ ଟଙ୍କା ବାହାର କରୁଥିବା ଲୋକଙ୍କ ପାଇଁ ଜରୁରୀ ସୂଚନା, ଏହି ସରକାରୀ ବ୍ୟାଙ୍କ ନିୟମରେ ଆସିଛି ବଡ ପରିବର୍ତ୍ତନ..

ସରକାରୀ ବ୍ୟାଙ୍କରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଆସିଲା ବଡ ଖବର । ବ୍ୟାଙ୍କ ଏଟିଏମ ଟ୍ରାନଜାକ୍ସନ ରେ ଯୋଡି ହୋଇଥିବା ନିୟମରେ ବଡ ପରିବର୍ତ୍ତନ ଆସିଛି । କାନାଡା ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ କିଛି ନୂଆ ନିୟମ…

ଶୁକ୍ରଙ୍କ ଗତି ପରିବର୍ତ୍ତନ; ଏହି ସବୁ ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହକିଛି ସମୟ ବ୍ୟବଧାନରେ ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ…

Video: ଚଳନ୍ତା ମାଲଗାଡ଼ି ଟ୍ରେନରୁ ତେଲ ଚୋରି: ଦେଖନ୍ତୁ ଏହାର ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ: ଚୋରମାନେ ଚୋରି କରିବା କଥା ତ ଅତି ସାଧାରଣ । ଚୋରମାନେ ଚୋରି କରିବା ପାଇଁ ବିଭିନ୍ନ ଉପାୟ ବାହାର କରିଥାନ୍ତି । ସେହିପରି ବିଭିନ୍ନ ଷ୍ଟାଇଲରେ ଚୋରି କରି ଚୋରମାନେ ଚର୍ଚ୍ଚାକୁ ଆସିଥାନ୍ତି । ତେବେ ଆସନ୍ତୁ…

ଶନି, ରାହୁ ଏବଂ କେତୁ ଦୋଷରୁ ମୁକ୍ତି କରିବ କଜଳ, ଏପରି କରନ୍ତୁ ପ୍ରତିକାର

ସାଧାରଣତଃ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ଆଖିରେ କଳା ଲଗାଇଥାନ୍ତି । ଏହି କାଜଲ ଏବଂ ସୁରମା ଆଖିରେ ଥିବା ଦୋଷକୁ ମଧ୍ୟ ଦୂର କରିଥାଏ । ଜ୍ୟେତିଷ ଶାସ୍ତ୍ର ଅନୁସାରେ କଳା ଏବଂ ସୁରମାର ସମ୍ବନ୍ଧ ଥାଏ ଶନି, ରାହୁ…