Dengue D-2 Strain ସବୁଠାରୁ ଘାତକ: ଏହାଦ୍ୱାରା ଜ୍ୱର, ବ୍ଲିଡିଂ, ବେହୋସ୍, ରକ୍ତବାନ୍ତି, ନିମ୍ନ ରକ୍ତଚାପର ଆଶଙ୍କା ବଢ଼ିଥାଏ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡେଙ୍ଗୁ ଏକ ଭୟଙ୍କର ବୀମାରୀ ଭାବେ ଉଭା ହୋଇଛି । ଅଧିକାଂଶ ଲୋକ ଏହାକୁ ଏକ ସାଧାରଣ ରୋଗ ଭାବି ଅଣଦେଖା କରିଥାନ୍ତି । ତେଣୁ ଏହି ସାମାନ୍ୟ ଅବହେଳା ପରବର୍ତ୍ତୀ ସମୟରେ ଜୀବନହାନୀର କାରଣ…