Video: ରାଷ୍ଟ୍ରପତିଙ୍କୁ ନାଗରିକ ସଂବର୍ଦ୍ଧନା: ଓଡ଼ିଶା ମାଟି ପାଇଁ ମୋହ ବର୍ଷା କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କୁ ରାଜଭବନରେ ନାଗରିକ ସଂବର୍ଦ୍ଧନା ଦିଆଯାଇଛି । ନାଗରିକ ସଂବର୍ଦ୍ଧନା ଗ୍ରହଣ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ଅଭିଭାଷଣ ପ୍ରଦାନ କରିଥିଲେ । ରାଷ୍ଟ୍ରପତି…

EPFO ଗ୍ରାହକଙ୍କର ବଢ଼ିବ ପେନସନ୍! ସରକାର ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ: EPFO ଗ୍ରାହକମାନଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର  । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (EPFO) ଗ୍ରାହକଙ୍କ ପେନସନ ବୃଦ୍ଧି ପ୍ରସ୍ତାବକୁ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ଇପିଏଫଓ ନିଜ…

ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ମାର୍ଗଶିରମାସର ପ୍ରଥମ ଗୁରୁବାର । ସାରା ରାଜ୍ୟରେ ପାଳନ ହେଉଛି ମାଣ୍ଡିଆ ଦିବସ । ମାଣ୍ଡିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, 'ପୁଷ୍ଟି ସହ ସମୃଦ୍ଧି ଯୋଡି…

Video: ପରାଜୟ ପରେ ରୋହିତଙ୍କ ଆଖିରେ ଲୁହ, କୋହଲି ମଧ୍ୟ ନିରାଶ

ଏଡିଲଏଡ: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତର ଅଭିଯାନ ଶେଷ ହୋଇଛି । ସେମିଫାଇନାଲରେ ଇଂଲଣ୍ଡଠାରୁ ଶୋଚନୀୟ ପରାଜୟ ପରେ ଭାରତର ବିଶ୍ୱକପ ସ୍ୱପ୍ନ ଚୂରମାର ହୋଇଯାଇଛି। ଇଂଲଣ୍ଡଠାରୁ ୧୦ ଉଇକେଟ୍‌ରେ ହାରିବା ପରେ ଭାରତୀୟ…

ASO ରେଜଲ୍ଟ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ: OPSC ଦେଲା ଏପରି ଜବାବ

କଟକ: ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ କରାଯାଇଥିବା ASO ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଆଜି…

ହେଲଥ ଲକର ଭାବେ କାର୍ଯ୍ୟ କରିବ ଡିଜି ଲକର, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ସହ ସଂଯୋଗ କରିପାରିବେ ବ୍ୟବହାରକାରୀ

ନୂଆଦିଲ୍ଲୀ: ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବିଶ୍ୱସନୀୟ ନଥିପତ୍ର ବିନିମୟ ମଞ୍ଚ ଡିଜିଲକର ସଫଳତାର ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଶ୍ରଣ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସହ…

ଏହି ମଞ୍ଜିରେ ରହିଛି ଡାଇବେଟିସର ଚିକିତ୍ସା: ଏପରି କରନ୍ତୁ ବ୍ୟବହାର

ଆଜିକାଲି ଏପଟସେପଟ ଖାଇବା-ପିଇବା ଓ ଲାଇଫଷ୍ଟାଇଲ ଯୋଗୁଁ ଲୋକମାନେ ଡାଇବେଟିସ୍ ଓ ମୋଟାପଣର ଶିକାର ହେବାରେ ଲାଗିଛନ୍ତି । ଡାଇବେଟିସ୍ ରୋଗୀଙ୍କୁ କିଛି ଖାଇବାରୁ ଦୂରେଇ ଯିବାକୁ ପଡ଼ିଥାଏ ଓ ମୋଟାପଣ ଯୋଗୁଁ ଲୋକମାନଙ୍କ…

ଭାଙ୍ଗିଗଲା ଟି-୨୦ ବିଶ୍ୱକପ ସ୍ୱପ୍ନ: ଇଂଲଣ୍ଡ ଆଗରେ ସରେଣ୍ଡର କରିଗଲା ଭାରତ

ଏଡିଲେଡ: ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଆଗରେ ସରେଣ୍ଡର କରିଯାଇଛି ଭାରତୀୟ ଟିମ୍ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ଧିମା ଆରମ୍ଭ କରିଥିଲା। କେ.ଏଲ ରାହୁଲ ମାତ୍ର ୫ ରନ୍…

ଏସବିଆଇର ୪୪ କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର: ବନ୍ଦ ହୋଇଯିବ SBI YONO ଆକାଉଣ୍ଟ! ବ୍ୟାଙ୍କ ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଏସବିଆଇର ଗ୍ରାହକ ଓ ନିଜ ମୋବାଇଲରେ ୟୋନୋ ଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ଆପଣଙ୍କ ଏସବିଆଇ ୟୋନୋ ଆପ୍ ବନ୍ଦ ହୋଇଯିବ! ଏପରି ଏକ ମେସେଜ୍ ଏବେ ସୋସିଆଲ…

ଚଟାଣରେ ବସି ଏକାଠି ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି ଓ ଗଜପତି ମହାରାଜ

ପୁରୀ: ଏକାଠି ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୂ ଏବଂ ଗଜପତି ମହାରାଜ ଦିବ୍ୟସିହ ଦେବ ଏବଂ ରାଣୀ। ସମସ୍ତେ ତଳେ ବସି କଦଳି ପତ୍ରରେ ମହାପ୍ରସାଦ ସେବନ କରୁଥିବାର ଫଟୋ ସାମ୍ନାକୁ ଆସିଛି। ପୁରୀ ରାଜଭବନରେ…