ଶ୍ରୀଗଣେଶଙ୍କ ସ୍ଥାପନ ସମୟରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ: ୧୦ଦିନ ମଧ୍ୟରେ ବଦଳିବ ଭାଗ୍ୟ
ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପ୍ରଭୁ ଶ୍ରୀ ଗଣେଶଙ୍କ ଜନ୍ମ । ଯାହାକି ଚଳିତ ମାସ ୩୧ ତାରିଖ ଅର୍ଥାତ ଆଜି ସଗଗ୍ର ଦେଶରେ ଖୁବ୍ ଧୁମ ଧାମରେ ପାଳିତ ହେଉଛି । ତେବେ ହିନ୍ଦୁ ଧର୍ମ ଓବଂ ବାସ୍ତୁ ଶସ୍ତ୍ର…