Astrology ରାଶିଫଳ(ଶନିବାର,୦୮ ଅକ୍ଟୋବର,୨୦୨୨) Odisha Bhaskar Bureau Oct 8, 2022 ମେଷ - ପୂର୍ବ ସ୍ଥିତିରେ ସୁଧାର ଆସିବ, କୌଣସି ସହାୟତା ମିଳିବ, କିନ୍ତୁ ଅଭାବ ଲାଗିରହିବ, ପାରାଙ୍କୁ ଖାଇବାକୁ ଦିଅନ୍ତୁ, ସମୟ ଏବଂ ପରିସ୍ଥିତି ଆପଣଙ୍କର ବିପକ୍ଷରେ ଯିବ, ଦାୟିତ୍ବ ବଢିବ,ପାରିବାରିକ…
Featured Gautam Adani କରିବେ ୬୦ ହଜାର କୋଟି ଟଙ୍କାର ବିନିଯୋଗ: ଶିଳ୍ପ ଓ ନିଯୁକ୍ତି ବିକାଶ ପାଇଁ ବଢାଇବେ ପାଦ Abinash Kumar Dhal Oct 8, 2022 ଜୟପୁର: ରାଜସ୍ଥାନରେ ଶିଳ୍ପ ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ନିବେଶ ରାଜସ୍ଥାନ ସମ୍ମିଳନୀ ଆରମ୍ଭ ହୋଇଛି । ଏହି ଶିଖର ସମ୍ମିଳନୀରେ ଗୌତମ ଆଦାନୀ ରାଜସ୍ଥାନରେ ୬୦ ହଜାର କୋଟି ନିବେଶ କରିବାକୁ ଘୋଷଣା…
Breaking News ଚଳନ୍ତା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ: ଚାଲିଗଲା ୯ ଜୀବନ, ବଢ଼ିପାରେ ମୃତ୍ୟୁ ସଂଖ୍ୟା Sushreejyoti Routray Oct 8, 2022 ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଏକ ବସରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବସରେ ନିଆଁ ଲାଗିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସର କହିବା…
Breaking News ସାଧାରଣ ଜନତାଙ୍କୁ ପୁଣି ମହଙ୍ଗା ମାଡ଼, ବୃଦ୍ଧି ପାଇଲା CNG ଦାମ୍ Odisha Bhaskar Bureau Oct 7, 2022 ନୂଆଦିଲ୍ଲୀ: ପୁଣି ସାଧାରଣ ନାଗରିକଙ୍କୁ ଲାଗିଛି ଝଟକା । ଦୀପାବଳି ପୁର୍ବରୁ ଆଇଜିଏଲ ଦ୍ୱାରା CNG ଦାମ୍ କିଲୋ ପ୍ରତି ୩ଟଙ୍କା ବୃଦ୍ଧି କରାଯାଇଛି । ଶନିବାରଠାରୁ ବର୍ଦ୍ଧିତ ଦର ଲାଗୁ ହେବ । ରାଜଧାନୀ ଦିଲ୍ଲୀରେ CNG…
Breaking News ଶେଷ ପର୍ଯ୍ୟାୟରେ ଭଲ ହୋଇଗଲା ମୁଖ କର୍କଟ, କ୍ଲିନିକାଲ୍ ଟେଷ୍ଟିଂ ପର୍ଯ୍ୟାୟରେ ଚିକିତ୍ସା ପ୍ରଣାଳୀ Odisha Bhaskar Bureau Oct 7, 2022 ନୂଆଦିଲ୍ଲୀ: କର୍କଟରୁ ମୁକ୍ତି ପାଇବା ପାଇଁ ଲୋକେ ଆଜିର ଦିନରେ ଅନେକ ଉପାୟ ଆପଣାଉଛନ୍ତି। ନୂତନ ପ୍ରଯୁକ୍ତି ବିଦ୍ୟା ସହିତ ଉନ୍ନତ ମାନର ବୈଜ୍ଞାନିକ ପ୍ରଣାଳୀରେ ମଧ୍ୟ ନିଜର ଚିକିତ୍ସା କରାଇ ସୁସ୍ଥ ହେବାକୁ…
Breaking News Facebookର ୧୦ ଲକ୍ଷ ୟୁଜର୍ସଙ୍କ ଡାଟା ଲିକ୍: Password ତୁରନ୍ତ ବଦଳାନ୍ତୁ, କମ୍ପାନୀ ଦେଲା ଚେତାବନୀ Manas Pradhan Oct 7, 2022 ନୂଆଦିଲ୍ଲୀ: ଫେସବୁକ ବ୍ୟବହାରକାରୀଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ଗତ କିଛି ବର୍ଷ ଧରି ଫେସବୁର ଡାଟା ଲିକ୍ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ୟୁଜର୍ସଙ୍କ ପ୍ରାଇଭେସିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।…
Breaking News ରାସ୍ତାକଡ଼ରେ ଖାଦ୍ୟ ବିକୁଥିଲେ ସାବଧାନ୍! BMC ଜାରିକଲା ନୂଆ ନିୟମ… Abinash Kumar Dhal Oct 7, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀବାସୀଙ୍କୁ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଦୃଷ୍ଟିରୁ ବିଏମସି ଅନେକ ସମୟରେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଆସୁଛି । ଏହି ପରିପ୍ରେକ୍ଷୀରେ ବିଏମସି ରାସ୍ତାକଡ଼ ଖାଦ୍ୟ ତିଆରି…
Breaking News Modi 21 Years In Power: ଗୁଜରାଟର CMରୁ ଭାରତବର୍ଷର PM, ରାଜନୀତିର ଦୀର୍ଘଯାତ୍ରାର ଅଲ୍ ଟାଇମ୍ ୱିନର ମୋଦୀ Manas Pradhan Oct 7, 2022 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଥମ ଥର ପାଇଁ ଭାରତବର୍ଷର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହା ମଧ୍ୟରେ କିଛି ବର୍ଷ ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ । ତେବେ ଶାସନ ଗାଦି…
Breaking News ଦିପାବଳୀ ଏବଂ ଛଠ୍ ପୂଜା ପାଇଁ ରେଲୱେର ବଡ଼ ଘୋଷଣା, ୧୭୯ ସ୍ୱତନ୍ତ୍ର ଟ୍ରେନରେ ବୁକ୍ କରନ୍ତୁ ନିଜ ଟିକେଟ Abinash Kumar Dhal Oct 7, 2022 ନୂଆଦିଲ୍ଲୀ: ଭାରତୀୟ ରେଲୱେ ଶୁକ୍ରବାରର ଘୋଷଣା କରିଛି ଯେ ସେ ଚଳିତ ବର୍ଷ ଛଠ୍ ପୂଜା ପର୍ଯ୍ୟନ୍ତ ୧୭୯ ଯୋଡ଼ଶ ବିଶେଷ ଟ୍ରେନର ସଞ୍ଚାଳନ କରୁଛି ଫଳରେ ପାର୍ବଣ ଋତୁରେ ଅତିରିକ୍ତ ଭିଡ଼କୁ ନେଇ କୌଣସି ଅସୁବିଧା ହେବନାହିଁ ।…
Breaking News UG-PGରେ Cyber Security ପାଠ୍ୟକ୍ରମ ବାଧ୍ୟତାମୂଳକ ହେବ: ନୂଆ ନିୟମ ଲାଗୁ କରିବାକୁ ଯାଉଛି UGC Manas Pradhan Oct 7, 2022 ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ୟୁଜିସି ଅଣ୍ଡର ଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ସ୍ତରରେ ସାଇବର ସିକ୍ୟୁରିଟି ପାଠ୍ୟକ୍ରମ…