ଆଉ ୨ ଦିନ ଭିତରେ ଆସିବ PM Kisaanର ଦ୍ୱାଦଶ କିସ୍ତି: ଏହିମାନଙ୍କୁ ମିଳି ନ ପାରେ ଟଙ୍କା
ନୂଆଦିଲ୍ଲୀ: ଦେଶର କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ନେଇ ବେସ୍ ଉତ୍ସାହିତ ଅଛନ୍ତି ଚାଷୀ । ପ୍ରାୟ ୧୦.୬୪ କୋଟି ଚାଷୀଙ୍କୁ ଏହାର ଲାଭ ମିଳିପାରିବ । ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୬୬,୪୮୩ କୋଟି…