ବୟସ ପୂର୍ବରୁ ଦେଖା ଦେଉଛିକି ବାର୍ଦ୍ଧକ୍ୟ: ଏହି ସବୁ ଖାଦ୍ୟ ପ୍ରତି ଦୂରେଇ ରୁହନ୍ତୁ
ପ୍ରତ୍ୟେକ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କର ଦିନ ବଢିବା ସହ ବୟସ ମଧ୍ୟ ବଢିଥାଏ । ଯାହାକି ଏକ ସାଧାରଣ ଏବଂ ପ୍ରକୃତିକ ଘଟଣା । କିନ୍ତୁ ଆଜିକାଲିର ଖରାପ ଖାଦ୍ୟଅଭ୍ୟାସ ଏବଂ ଅସ୍ୱାସ୍ଥ୍ୟକର…