ଏୟାରପୋର୍ଟରେ ଦେଢଘଣ୍ଟା ଛିଡା ହେଲେ ଇରଫାନ ପଠାନ:ସୋସିଆଲ ମିଡିଆରେ କଲେ ଏପରି କିଛି ଖୁଲାସା
ମୁମ୍ବାଇ: ଭାରତୀୟ ଦଳର ପୁର୍ବତନ କ୍ରିକେଟର ଇରଫାନ ପଠାନ ଏବଂ ତାଙ୍କ ପରିବାର ସହିତ ଦୁବାଇ ଯାଇଥିବା ବେଳେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ତାଙ୍କ ସହିତ ଖରାପ ବ୍ୟବହାର…