ପିଲାଙ୍କ ବିନା ଉଡିବ ତ୍ରିରଙ୍ଗା: ଅଗଷ୍ଟ ୧୫ ପାଳନ ଉତ୍ସବରେ ଭାଗ ନେବେନି ଛାତ୍ରଛାତ୍ରୀ
ଭୁବନେଶ୍ୱର: ଚଳିତବର୍ଷ ନିଜର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ ଭାରତ । ତେବେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଉଥିବାରୁ ଅଗଷ୍ଟ ୧୫ ପାଇଁ ଗାଇଡଲାଇନ ଆଣିଛନ୍ତି ସରକାର । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ…