ସରକାରୀ ଚାକିରି ବୟସ ସୀମା ୩୨ରୁ ୩୮କୁ ବଢ଼ିଲା, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ଅନ୍ୱେଷଣରେ ଥିବା ରାଜ୍ୟର ହଜାର ହଜାର ଆଶାୟୀଙ୍କ ପାଇଁ ଖୁସି ଖବର । ୨୦୨୧-୨୦୨୩ ବର୍ଷ ପାଇଁ ସରକାରୀ ଚାକିରି ବୟସ ସୀମା ୩୮ ବର୍ଷକୁ ବୃଦ୍ଧି କରାଯାଇଛି । କୋଭିଡ୍ ପରେ ରାଜ୍ୟ…

ଆଜିଠୁ ରାଶି ପରିବର୍ତ୍ତନ କରିବେ ଏହି ଗ୍ରହ: ବଦଳିବ ଏହି ୪ ରାଶିର ଲୋକଙ୍କ ଭାଗ୍ୟ

ସୁଖ ପ୍ରଦାନକାରୀ ଗ୍ରହ ଶୁକ୍ର ଏବେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆସନ୍ତାକାଲି(ଅଗଷ୍ଟ ୭)ରୁ ଶୁକ୍ର ମିଥୁନ ରାଶିରୁ କର୍କଟ ରାଶିକୁ ନିଜ ସ୍ଥାନ ପରିବର୍ତ୍ତନ କରିବେ । ଶୁକ୍ରଙ୍କର ଏହି ରାଶି ପରିବର୍ତ୍ତନ…

ଏହି ମାର୍କେଟରେ ବିକ୍ରି ହୁଅନ୍ତି ବର! ୭୦୦ ବର୍ଷରୁ ଚାଲିଆସୁଛି ପରମ୍ପରା

ଭାରତରେ ଗୋଟିଏ ପଟେ ଯୌତୁକ ନେବା ଆଇତଃ ଅପରାଧ, କିନ୍ତୁ ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ ଲୋଭରେ ଯୌତୁକ ନେଉଛନ୍ତି । ଯୌତୁକ ପ୍ରଥା ମାମଲାରେ ଉତ୍ତରପ୍ରଦେଶ ଏବଂ ବିହାର ନାମ ସବୁବେଳେ ଆଗରେ । ଏଠାରେ ଲୁଚା ଛପାରେ…

ରାଜ୍ୟର ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତି ପାଇବେ ଅତିଥି ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସରକାରୀ ଡିଗ୍ରୀ କଲେଜରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ହେବ । ଡିଗ୍ରୀ କଲେଜରେ ଥିବା ଖାଲି ପଦ ଗୁଡ଼ିକରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ୨୦୨୨-୨୩ରୁ…

କୋଲକାତା ମ୍ୟୁଜିୟମରେ ଗୁଳିମାଡ଼, ଜଣେ ଓଡ଼ିଆ ଯବାନ ମୃତ

କୋଲକାତାର ମ୍ୟୁଜିୟମରେ ସିଆଇଏସଏଫ ଯବାନଙ୍କ ଗୁଳିମାଡ଼ । ଗୁଳିମାଡ଼ରେ ଜଣେ ସିଆଇଏସଏଫ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସୂଚନାଅନୂଯାୟୀ, ଶନିବାର କୋଲକାତା ପାର୍କ ଷ୍ଟ୍ରିଟ୍ ସ୍ଥିତ ଇଣ୍ଡିଆନ…

ସ୍ୱାଧୀନତା ଦିବସରେ BSNLର ଅଫର: ଏହି ରିଚାର୍ଜରେ ପାଇବେ ୭୫ଜିବି ଡାଟା, ୩୩୦ ଦିନର ଭାଲିଡିଟି

ସରକାରୀ ଟେଲିକମ୍ କମ୍ପାନୀ BSNL ସ୍ୱାଧୀନତା ଦୀବସ ଉପଲକ୍ଷେ ଗ୍ରହକଙ୍କ ପାଇଁ ଆଣିଛି ଏକ ବଡ ଅଫର । ପିଭି-୨୦୨୨ ନାମରେ ଏକ ନୂଆ ପ୍ରିପେଡ ପ୍ଲାନ ଅଫର କରୁଛି BSNL । ଦେଶର ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆଜାଦି କି…

ଭାରତକୁ ମିଳିଲା ଡବଲ ଗୋଲ୍ଡ ମେଡାଲ: କୁସ୍ତିରେ ବଡ଼ ଇତିହାସ ରଚିଲେ ଏହି ଦୁଇ ଖେଳାଳି

ବର୍ମିଂହାମ: କମନୱେଲଥ ଗେମ୍ସରେ ଭାରତ ଆଉ ଦୁଇ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । କୁସ୍ତି ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ନିଜ ନାମରେ କରିଛନ୍ତି ଭାରତର ଷ୍ଟାର ଆଥଲେଟ ରବି ଦହିୟା । ଏହା ସହିତ ଭାରତକୁ ଚଳିତ…

ଏମିତି ଦୁଃଖ ଈଶ୍ୱର କାହାକୁ ନ ଦିଅନ୍ତୁ: ବାପା ଶଯ୍ୟାଶାୟୀ, ମେଡିସିନ୍ ପାଇଁ ଅର୍ଥ ନାହିଁ, ଅଧାରୁ ପାଠ ଛାଡ଼ିଲେ ପୁଅଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି- ବିଧିର ବିଧାନ କେ କରିବ ଆନ । କାହା ଭାଗ୍ୟରେ କ’ଣ ଲେଖା ଅଛି ସେକଥା କିଏ କହିପାରିବ । ସେହିପରି ଭଳି ଜଣେ ଭୁକ୍ତଭୋଗୀ ହେଉଛନ୍ତି ଭଦ୍ରକର ଅକ୍ଷୟ ଜେନା । ଦିନ ଥିଲା କୋଣାର୍କ…

ଜୋତାରୁ କାଢ଼ି ପିଅନ୍ତୁ ବିୟର, ଏହି କମ୍ପାନୀ ପ୍ରସ୍ତୁତ କରିଛି ଏଭଳି ଅଦ୍ଭୁତ ସ୍ନିକର

ବିୟର ତିଆରି କରୁଥିବା ଡଚ୍ କମ୍ପାନୀ ହେନେକେନ ଏକ ଭିନ୍ନ ଡିଜାଇନ୍ ର ଜୋତା ଲଞ୍ଚ କରିଛି । ଏହି ଜୋତା ବିୟରରେ ଚାଲିବାର ଅନୁଭବ ଦେବ । ବିୟର ପିଇବା ପାଇଁ ହଜାର ହଜାର ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବ କଥା ଶୁଣିଥିବେ…

ଟାଟୁ କରିବା ପଡ଼ିଲା ମହଙ୍ଗା, ୧୨ ଜଣ ହୋଇଗଲେ HIV ସଂକ୍ରମିତ

ବାରଣାସୀ: ଯଦି ଆପଣ ଟାଟୁ କରିବାରେ ଉତ୍ସାହୀ ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଟାଟୁ କରାଇ ୧୨ ଜଣ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବାରଣାସୀରେ ।…