ଏସିଆ କପ୍ ଉପରେ ସଙ୍କଟର ବାଦଲ ! ପେଟ୍ରୋଲ ଅଭାବରୁ ଅଭ୍ୟାସକୁ ଯାଇ ପାରୁ ନାହାନ୍ତି ଖେଳାଳି

ନୂଆଦିଲ୍ଲୀ: ଦୟନୀୟ ସ୍ଥିତି ଦେଇ ଗତି କରୁଛି ଶ୍ରୀଲଙ୍କା। ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସାରିଛି ଏବଂ ଲୋକଙ୍କୁ ଖାଇବା ମୁଠେ ମଧ୍ୟ ମିଳିବା ମୁସ୍କିଲ ହୋଇଗଲାଣି। ଅନ୍ୟପଟେ ରାଷ୍ଟ୍ରପତି ଦେଶ ଛାଡି ପଳାୟନ…

ରାଷ୍ଟ୍ରପତି ନିର୍ବାଚନକୁ ନେଇ AAPର ଘୋଷଣା- ଦ୍ରୌପଦୀଙ୍କୁ ସମ୍ମାନ, ହେଲେ ଯଶଓ୍ଵନ୍ତ ସିହ୍ନାଙ୍କୁ ଦେବୁ ଭୋଟ୍

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ତେବେ ନିର୍ବାଚନରେ ଆମ୍ ଆଦମୀ ପାର୍ଟି କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ତା ଉପରେ ସଭିଙ୍କ ନଜର ଥିଲା। ଆଉ ଶନିବାର ସ୍ପଷ୍ଟ କରିଛି ଆମ୍ ଆଦମୀ…

ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି ଟଙ୍କା: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଡଲାର ତୁଳନାରେ ନିରନ୍ତର ଦୁର୍ବଳ ହେବାରେ ଲାଗିଛି ଟଙ୍କା । ଖୁବ୍ ଶିଘ୍ର ଏହା ଡଲାର ତୁଳନାରେ ଐତିହାସିକ ସର୍ବନିମ୍ନ ସ୍ତରକୁ ଛୁଇଁପାରେ । ଏହାକୁ ନେଇ କଂଗ୍ରେସ ପାର୍ଟି ସରକାରଙ୍କୁ ଲଗାତାର ଆକ୍ରମଣ…

ଆଗାମୀ ଦିନରେ କନ୍ଦାଇବ ନାହିଁ ପିଆଜ, ଆଗୁଆ ପ୍ରସ୍ତୁତି କଲେଣି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପିଆଜକୁ ନେଇ ଯୋଜନା ଆରମ୍ଭ କରି ଦେଇଛନ୍ତି ସରକାର। କାରଣ ସାଧାରଣତଃ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ପିଆଜ ଦର ବଢିଥାଏ। ଏହି ସମୟରେ ପିଆଜର ଆକାଶଛୁଆଁ ଦର ସାଧାରଣ ଜନତାଙ୍କ ସହିତ ସରକାରଙ୍କୁ ମଧ୍ୟ…

ଫାଇନାଲରେ ଧମାକାଦାର ଏଣ୍ଟ୍ରି ମାରିଲେ ସିନ୍ଧୁ: ଜାପାନକୁ ହରାଇବା ପରେ ଭାରତର ବଢିଲା ମେଡାଲ ଆଶା

ନୂଆଦିଲ୍ଲୀ: ସିଙ୍ଗାପୁର ଓପନ-୨୦୨୨ରେ ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି ଭାରତର ଷ୍ଟାର ପ୍ଲେୟର ପିଭି ସିନ୍ଧୁ । ଜାପାନର ସାୟନା କାବାକାମୀଙ୍କୁ ହରାଇ ସେ ଏବେ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି । ଏହି ବିଜୟ ପରେ…

+୨ ନାମଲେଖା ପାଇଁ କେବେଠୁ ଆରମ୍ଭ ହେବ ଆବେଦନ? ତାରିଖ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ +୨ ନାମଲେଖା ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀଙ୍କ କହିବା ମୁତାବକ, ଜୁଲାଇ ୨୦ରୁ ଅଗଷ୍ଟ ୧୦ ଯାଏଁ…

ସିଞ୍ଜୋ ଆବେଙ୍କ ହତ୍ୟାରୁ ଶିକ୍ଷା, VVIPଙ୍କ ୩୬୦ ଡିଗ୍ରୀ ସୁରକ୍ଷା ପାଇଁ ନୂଆ ନିୟମ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସର୍ବସାଧାରଣରେ ହତ୍ୟାରୁ ଶିକ୍ଷା ନେଇଛନ୍ତି ଭାରତ ସରକାର। ସେଥିପାଇଁ କେନ୍ଦ୍ର ସରକାର ଭିଭିଆଇପିଙ୍କ ସୁରକ୍ଷାକୁ ନେଇ ରାଜ୍ୟଗୁଡିକୁ ନୂତନ…

ପ୍ରବଳ ବର୍ଷା: ୧୮ରେ ଖୋଲିବ ହୀରାକୁଦ ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ତୁହାକୁ ତୁହା ହେଉଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆସନ୍ତା ୧୮ରେ ଖୋଲିବ ହୀରାକୁଦ…

୨୦୨୫ ସୁଦ୍ଧା ବିଶ୍ୱ କଣ୍ଡୋମ ବଜାରର ଆକାର ୩.୭୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇବ: ରିପୋର୍ଟ

ନୂଆଦିଲ୍ଲୀ: ଯୌନ ସଂକ୍ରମିତ ରୋଗ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ବଢୁଛି ସଚେତନତା। ଯାହା ଦ୍ୱାରା ଲୋକେ ଯୌନ ସମ୍ପର୍କ ରଖିବା ସମୟରେ ସୁରକ୍ଷାକୁ ଯଥେଷ୍ଟ ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି। ସେହିପରି ସୁରକ୍ଷିତ ଯୌନ…

Singapore Open: ଫାଇନାଲରେ ପହଞ୍ଚିଲେ ସିନ୍ଧୁ, ଜାପାନ ଖେଳାଳିଙ୍କୁ ୩୧ ମିନିଟରେ ଦେଲେ ମାତ୍

ନୂଆଦିଲ୍ଲୀ: ଭାରତର ତାରକା ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ସିଙ୍ଗାପୁର ଓପନ ୨୦୨୨ର ଫାଇନାଲରେ ପ୍ରବେଶ କରିଛନ୍ତି। ସେମି ଫାଇନାଲରେ ଜାପାନର ସାୟନା କାଭାକାମିଙ୍କୁ ସେ ମାତ୍ର ୩୧ ମିନିଟ୍ ଖେଳରେ ୨୧-୧୫ ଏବଂ…