ପୁଣି ଯୌତୁକ ଜୁଇରେ ଜଳିଲା ନବବଧୂ, ପରିବାରଲୋକଙ୍କ ଅଭିଯୋଗ ପରେ ସ୍ୱାମୀ ଅଟକ ରଖିଲା ପୋଲିସ

ତିହିଡ଼ି, (ଭାସ୍କର ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧିନ ରାଜନଗର ପଞ୍ଚାୟତ ବାହାରପାଳ ଗ୍ରାମର ସୁପ୍ରିୟା ପାଢ଼ୀ ନାମ୍ନୀ ଜଣେ ନବବଧୂଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏ…

ବ୍ରିଟେନକୁ ନୂଆ ପ୍ରଧାନମନ୍ତ୍ରୀ: ସେପ୍ଟେମ୍ବର ୫ରେ ଘୋଷଣା ହେବ ଦେଶର ନୂଆ ମୁଖିଆଙ୍କ ନାଁ

ନୂଆଦିଲ୍ଲୀ: ବ୍ରିଟେନକୁ ମିଳିବେ ନୂଆ ପ୍ରଧାନମନ୍ତ୍ରୀ । ପୂବ୍ରତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପଦରୁ ଇସ୍ତଫା ଦେବା ପରେ ନୂଆ ପ୍ରଧନମନ୍ତ୍ରୀଙ୍କୁ ନେଇ ସୂଚନା ଜାରି କରିଛି ପ୍ରଶାସନ । ଆସନ୍ତା ସେପ୍ଟେମ୍ବର ୫…

ଟି-୨୦ ଫର୍ମାଟରେ ରୋହିତଙ୍କ ନିଆର ରେକର୍ଡ, ପ୍ରଥମ ଭାରତୀୟ ବ୍ୟାଟର ଭାବେ ମାରିଲେ ୩୦୦ ଚୌକା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ରୋହିତ ଶର୍ମା ପ୍ରଥମ ଭାରତୀୟ ବ୍ୟାଟର ଭାବେ ଟି-୨୦ ଫର୍ମାଟରେ ୩୦୦ ଚୌକା ମାରି ଏକ ନିଆରା ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଶନିବାର ଇଂଲଣ୍ଡର ବର୍ମିଂହାମ ସ୍ଥିତ୍‌…

ଘରେ ଏକୁଟିଆ ଥିବା ବେଳେ ଶରୀରରେ ଲାଗିଗଲା ନିଆଁ, ମାନସିକ ଅନଗ୍ରସର ଯୁବତୀ ହୋଇଗଲେ ଜୀବନ୍ତ ଦଗ୍ଧ

କଟକ (ଭାସ୍କର ନ୍ୟୁଜ୍‌): ସୋମବାର ରାତିରେ କଟକ ସହର ଖଟ୍‌ବିନ୍‌ ସାହି ଖ୍ରୀଷ୍ଟିଆନ୍‌ ସାହିରେ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବାପ-ମା’ ପଦାକୁ ଯାଇଥିବାବେଳେ ହଠାତ୍‌ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।…

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା ! ଚାଲିଛି ଆଲୋଚନା

ମୁମ୍ୱାଇ : ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିପାରେ ବୋଲି ଶିବସେନାର ଦଳୀୟ ବୈଠକରୁ ଏନେଇ ସଙ୍କେତ ମିଳିଛି । ଶିବସେନାର ସାଂସଦ ଗଜାନନ କୀର୍ତ୍ତିକାର…

ରାଶିଫଳ(ମଙ୍ଗଳବାର,୧୨ ଜୁଲାଇ,୨୦୨୨)

ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ…

ନ୍ୟାସପାଲ ହେରାଲଡ୍‌ ମାମଲା: ପୁଣି ବଢ଼ିଲା କଂଗ୍ରେସର ଅଡୁଆ, ୨୧ରେ ଇଡିରେ ହାଜର ହେବାକୁ ସୋନିଆଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ନ୍ୟାସପାଲ ହେରାଲଡ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପୁନଃ ସମନ ଜାରି କରିଛି । ଆସନ୍ତା ୨୧ ତାରିଖରେ ତାଙ୍କୁ ଇଡିରେ ହାଜାର ହେବାକୁ ନୋଟିସ କରାଯାଇଛି…

ଆଜି ନିଳାଦ୍ରୀ ବିଜେ କରିବେ ନିଳାଦ୍ରନାଥ, ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ ପରେ ଶ୍ରୀମନ୍ଦିରକୁ ଫେରିଯିବେ

ପୁରୀ,(ଭାସ୍କର ନ୍ୟୁଜ୍): ସରିଲା ଚଳିତ ବର୍ଷ ରଥଯାତ୍ରା। ୧୨ ଦିନର ଲୀଳାଖେଳା ପରେ ନୀଳକନ୍ଦରକୁ ଫେରିଯିବେ ନିଳାଦ୍ରୀନାଥ। ନିଳାଦ୍ରୀ ବିଜେ ସମୟରେ ମଧ୍ୟ ପ୍ରଭୁ ଜଗନ୍ନାଥ ପ୍ରାଣପ୍ରିୟା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ…

ମାଡ଼ି ଆସୁଛି ଲଘୁଚାପ, ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଛେଚିବ ବର୍ଷା: ଆଜି ୮ ଜିଲ୍ଲାକୁ ଆର୍ଲଟ ଜାରି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଦକ୍ଷିଣ ଓଡିଶାର ଉପକୂଳବର୍ତ୍ତି  ଅଞ୍ଚଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ…

CWG 2022: ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ ଟିମ୍

ନୂଆଦିଲ୍ଲୀ: ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍ କମନୱେଲଥ ଗେମ୍ସ (ସିଡବ୍ଲ୍ୟୁଜି)ରେ ଭାଗ ନେବାକୁ ଯାଉଛି । ଶେଷଥର ପାଇଁ ଭାରତ ଗତ ୧୯୯୬ରେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲା । ଏହି…