ବୁଲେଟ୍ ଟ୍ରେନରୁ ଅଧିକ ବେଗରେ ଗଡୁଛି ବନ୍ଦେ ଭାରତ: ୪-୫ ଘଣ୍ଟାରେ ଦିଲ୍ଲୀ-ପାଟଣା ଦୂରତା ଅତିକ୍ରମ
ନୂଆଦିଲ୍ଲୀ: ବୁଲେଟ ଟ୍ରେନରୁ ବି ଅଧିକ ବେଗରେ ଗଡୁଛି ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ବିକଶିତ ଭାରତୀୟ ରେଳବାଇର ସେମି-ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ । ଶୂନରୁ ୧୦୦ କିଲୋମିଟର ବେଗରେ ପହଞ୍ଚିବା ପାଇଁ ବିଦେଶୀ…