ଏଲଆଇସିରେ ଅଟକି ରହିଛି କି ଆପଣଙ୍କ ଟଙ୍କା? ଜାଣନ୍ତୁ ଦାବି କରିବାର ସହଜ ପ୍ରକ୍ରିୟା
ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା(ଏଲଆଇସି) ଏହାର ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ସ୍କିମ୍ ଦ୍ୱାରା ନିଜ ସହ ବାନ୍ଧି ରଖିଥାଏ। ତେବ ବେଳେ ବେଳେ କିଛି ଗ୍ରାହକ ସାମାନ୍ୟ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଯଦି ଆପଣ…