ସେନସେକ୍ସ ଟପିଲା ୭୦୦ ପଏଣ୍ଟ, ଶେୟାର ବଜାରରେ ଉତ୍ସାହ, ତିନି ମାସରେ ସବୁଠୁ ଉଚ୍ଚ ସ୍ତରରେ..
ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନରେ ସେୟାର ବଜାରରେ ସ୍ଥିତି ଉତ୍ସାହଜନକ ରହିଛି । ଆଜି ବିଏସଇର ସବୁ ସେକ୍ଟରର ଇଣ୍ଡେକ୍ସରେ କିଣାବିକା ହୋଇଛି । ମେଟାଲ, ଏନର୍ଜୀ ଏବଂ ଆଇଟି ସେକ୍ଟରରେ ଅଧିକ କିଣାବିକା ଦେଖିବାକୁ…