ଦ୍ଵିତୀୟ ଥର ବିବାହ କରିବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ଜାଣନ୍ତୁ କିଏ ଏହି କନ୍ୟା
ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗୁରୁବାର ଚଣ୍ଡିଗଡରେ ବିବାହ ସମାରୋହ ଆୟୋଜିତ ହେବ। ଭଗବନ୍ତ ମାନ ଡ. ଗୁରୁପ୍ରୀତ କୌରଙ୍କୁ ବିବାହ କରିବାକୁ ଯାଉଛନ୍ତି।…