ନଦୀ ପାର୍ ବେଳେ ହଠାତ୍ ମାଡି ଆସିଲା ବନ୍ୟାଜଳ, ଟ୍ରାକ୍ଟର ସହ ଭାସିଗଲେ ଯୁବକ, ଦେଖନ୍ତୁ ଉଦ୍ଧାର ବେଳର ଭିଡିଓ…
ଶାହାପୁର: ହିମାଚଳ ପ୍ରଦେଶରେ ବିଭିନ୍ନ ଜିଲ୍ଲାର ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳର ବର୍ଷା ପାଣିରେ ଉବୁଟୁବୁ ହୋଉଛି। ଚାରିଆଡେ ବନ୍ୟା ଜଳର ଦୃଶ୍ୟ ଦେଖିବାକୁ ମିଳିଛି। ଏଥି ସହିତ ବିଭିନ୍ନ ଅଞ୍ଚଳରେ ଭୂଷ୍ଖଳନ ଘଟିଥିବା…