(Video) ଭାରତ ଇତିହାସରେ ପ୍ରଥମ: ରେଲୱେରେ ଚାକିରି ପାଇଲେ ଦଶ ମାସର ଶିଶୁ

ମାଲକାନଗିର,(ଓଡ଼ିଶା ଭାସ୍କର): ଦଶମାସର ଜଣେ ନିଷ୍ପାପ ଶିଶୁକୁ ରେଳବାଇରେ ମିଳିଛି ନିଯୁକ୍ତିପତ୍ର । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ ରାଜ୍ୟରେ ଏଭଳି ନିଯୁକ୍ତି ନେଇ ଏବେ ଚର୍ଚ୍ଚା । ଶିଶୁଟିର ପିତାମାତା…

କାଳିଆ ଦର୍ଶନ ସାରି ଫେରିବା ବାଟରେ ଅଘଟଣ : ୬ ଆହାତ,୩ ଗୁରୁତର

ସୋର: ଶ୍ରୀଜିଉଙ୍କ ଦର୍ଶନ ସାରି ଫେରିବା ବେଳେ ଘଟିଲା ଅଘଟଣ। ୧୬ ନମ୍ବର ଜାତୀୟ ରାଜପଥ ଠାରେ ଘଟିଛି ଏହି ମର୍ମନ୍ତୁତ ସଡକ ଦୁର୍ଘଟଣା। ଏକ ସ୍କର୍ପିଓକୁ ପଛପଟୁ ଟ୍ରକ ଧକ୍କା ଦେଇଛିା କାର୍ରେ ଥିବା ୯ ଜଣଙ୍କ ମଧ୍ୟରୁ ୬ ଜଣ…

(Video) ଲାଞ୍ଚ ନେଇ ଅତିରିକ୍ତ ଥାନା ଅଧିକାରୀ ଗିରଫ: ବିଳମ୍ବିତ ରାତିରେ ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ

ନବରଙ୍ଗପୁର(ଓଡ଼ିଶା ଭାସ୍କର): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଫସିଲେ ଅତିରିକ୍ତ ଥାନା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ଗିରଫ ହୋଇଛନ୍ତି । ଗୋଟିଏ…

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା, ବାଦଲଫଟା ବର୍ଷାରେ ନିଖୋଜ ତୀର୍ଥଯାତ୍ରୀଙ୍କ ଚାଲିଛି ଖୋଜା

ଜାମ୍ମୁ: ଅମରନାଥ ଯାତ୍ରାରେ ବର୍ଷା ବାଧକ ସାଜିଛି। ମୁଶଳଧାରା ବର୍ଷାରେ ନିଖୋଜ ହୋଇଯାଇଥିବା ଯାତ୍ରୀଙ୍କ ଖୋଜା ଚାଲିଛି। ଏହାରି ମଧ୍ୟରେ ଅମରନାଥ ଯାତ୍ରା ପୁଣି ଆରମ୍ଭ ହୋଇ ଯାଇଛି। ପବିତ୍ର ଗୁମ୍ଫାକୁ ଜାମ୍ମୁ ବେସ୍‌ରୁ…

ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ (ମେନ୍) ସେସନ୍-୧ରେଜଲ୍ଟ ଆଜି ପ୍ରକାଶ ପାଇଛି । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ରେଜଲ୍ଟ jeemain.nta.nic.in…

ରାଶିଫଳ(ସୋମବାର,୧୧ ଜୁଲାଇ,୨୦୨୨)

ମେଷ : ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି । ସନ୍ତାନମାନଙ୍କ ବିଷୟରେ ଚିନ୍ତା…

ପିଲା ପଢିବେ କୋଭିଡ୍ ପାଠ, ଚଳିତ ଶିକ୍ଷାବର୍ଷ ଶତପ୍ରତିଶତ ପାଠ୍ୟକ୍ରମରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଏଣିକି ସ୍କୁଲରେ କୋଭିଡ୍ ସଂକ୍ରାନ୍ତ ପାଠ ପଢ଼ାଯିବ। ୨୦୨୨-୨୩ ଶିକ୍ଷାବର୍ଷରୁ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍ ପରିଚାଳନା ସଂକ୍ରାନ୍ତ ବିଷୟବସ୍ତୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ରବିବାର…

ଅପରାଧୀଙ୍କୁ ସାବାଡ଼ କରିବାକୁ ଜେଲ୍ ପରେଡ୍ ଅଭିଯାନ ଆରମ୍ଭ, ଏଣିିକି ପ୍ରତି ରବିବାର ଜେଲ୍ ପରିଦର୍ଶନରେ ଯିବେ ଥାନା ଅଧିକାରୀ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲୁଟ୍‌, ରାହାଜାନୀ, ଚୋରି, ଡକାୟତି, ହତ୍ୟା ଉଦ୍ୟମ, ହତ୍ୟାକାଣ୍ଡ, ଦୁଷ୍କର୍ମ, ପ୍ରେମଜନିତ…

ରାଜ୍ୟରେ ମୌସୁମୀ ସକ୍ରିୟ, ପ୍ରବଳ ବର୍ଷା ସମ୍ଭାବନା: ୭ ଦିନ ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ଏବେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଏଥି ସହ ଓଡ଼ିଶାର ଦକ୍ଷିଣାଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ତେଣୁ ରାଜ୍ୟରେ ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି…

(Video) ଅଟୋ ରିକ୍ସାରେ ବସିଥିଲେ ୨୭ ଯାତ୍ରୀ ! ପୋଲିସ ବି ହୋଇଗଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଳୀ: ସାଧାରଣତଃ ଏକ ଅଟୋରେ ହୁଏତ ୩ କିମ୍ବା ୪ ଜଣ ଯାତ୍ରୀ ଯାଇପାରିବେ । କିନ୍ତୁ କ’ଣ ଆପଣ ବିଶ୍ୱାସ କରିବେ କେବେ ଅଟୋରେ ଏହାଠାରୁ ଅଧିକ ଲୋକ ଯାଇପାରିବେ ବୋଲି । ଆଜ୍ଞା ହଁ, ଏଭଳି ଏକ ଘଟଣା ଏବେ ସୋସିଆଲ…