ସ୍ମୃତି ଇରାନୀ ହେଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ, ସିନ୍ଧିଆଙ୍କୁ ମିଳିଲା ଷ୍ଟିଲ ମନ୍ତ୍ରଣାଳୟ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ମୁଖତାର ଆବାସ ନକଭୀ ଓ ଷ୍ଟିଲ ମନ୍ତ୍ରୀ ପଦରୁ ଆରସିପି ସିଂହ ଇସ୍ତଫା ଦେଇଥିଲେ । ତେବେ ନକଭୀଙ୍କ ସ୍ଥାନରେ କେନ୍ଦ୍ର ମହିଳା ଓ ବିକାଶ…