Featured ଆଧାର କାର୍ଡର ବି ରହିଥାଏ ଏକ୍ସପାୟର ଡେଟ୍, ଏମିତି କରିପାରିବେ ଚେକ୍ Abinash Kumar Dhal Jul 5, 2022 ନୂଆଦିଲ୍ଲୀ: ଆଜିର ସମୟରେ ଆଧାର କାର୍ଡ ଆମର ପରିଚୟ ପ୍ରତ ସହ ଏକ ବଡ଼ ଡକ୍ୟୁମେଣ୍ଟ । ବ୍ୟାଙ୍କରେ ଖାତା ଖୋଲିବା ଠାରୁ କୌଣସି ସରକାରୀ ଯୋଜନାର ଲାଭ ନେବା ପର୍ଯ୍ୟନ୍ତ ସବୁଠାରେ ଏହାର ଆବଶ୍ୟକ ପଡ଼ିଥାଏ । ୟୁଆଇଡିଏଆଇ ତରଫରୁ…
Breaking News ଶିଶୁର ଓଜନ ୫ କେଜି, ଲମ୍ବ ୨ ଫୁଟ: ନବଜାତକକୁ ଦେଖି ଡାକ୍ତରଙ୍କ ଉଡ଼ିଲା ହୋସ୍ Manas Pradhan Jul 5, 2022 ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଆମ ସମାଜରେ ବିରଳ ଶିଶୁମାନେ ଜନ୍ମଗ୍ରହଣ କରିଥାନ୍ତି । ତେବେ ନିକଟରେ ଜଣେ ମହିଳା ଏକ ଅଜବ ଧରଣର ଶିଶୁକୁ ଜନ୍ମ ଦେଇଛନ୍ତି । ଉକ୍ତ ଶିଶୁକୁ ଦେଖିବା ପରେ ଡାକ୍ତରମାନେ ହତବାକ ହୋଇଯାଇଛନ୍ତି…
Breaking News ଏଇଟା କ’ଣ ଗୋଟିଏ ମଣିଷ ଛୁଆ: ଜନ୍ମ ନେଲା ୪ଟି ହାତ ଆଉ ୪ଟି ଗୋଡ଼ ଥିବା ଏକ ବିରଳ ଶିଶୁ Manas Pradhan Jul 5, 2022 ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ଦୁଇଟି ହାତ ଓ ଦୁଇଟି ଗୋଡ଼ ଥାଏ । ଅନେକ ସମୟରେ ଦୁଇରୁ ଅଧିକ ହାତ ଓ ଗୋଡ଼ ଥିବା ବିରଳ ଶିଶୁମାନେ ଜନ୍ମ ନେଇଥାନ୍ତି । ତେବେ ନିକଟରେ ଉତ୍ତରପ୍ରଦେଶର ହରଦୋଈରେ ଏକ ବିରଳ ଶିଶୁ ଜନ୍ମ ନେଇଛି ।…
Breaking News ପ୍ରବଳ ବର୍ଷାରେ ଉବୁଟୁବୁ ମୁମ୍ବାଇ, ରାସ୍ତାରେ ଲହଡି ମାରୁଛି ପାଣି, ଟ୍ରେନ୍ ସେବା ଠପ୍ Abinash Kumar Dhal Jul 5, 2022 ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ମଙ୍ଗଳବାର ଜଳବନ୍ଦୀ ପରିସ୍ଥିତି ଉପୁଜିଛି । ଫଳରେ ଟ୍ରେନ୍ ସହ ଗାଡ଼ି ମୋଟର ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଚାରି ଦିନ…
Breaking News ଦମ୍ପତିଙ୍କ Kiss ହଙ୍ଗାମା ସରିନି, ଅଯୋଧ୍ୟାର ପବିତ୍ର ଘାଟରେ ବାଇକ୍ ଷ୍ଟଟ୍ ଦେଲେ ଯୁବକ, ଦେଖନ୍ତୁ Video Manas Pradhan Jul 5, 2022 ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଅଯୋଧ୍ୟାର ପବିତ୍ର ଘାଟରେ ଏକ ଦମ୍ପତି କିସ୍ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ଏହି ଘଟଣାକୁ କିଛିଦିନ ନ ପୂରୁଣୁ ଅଯୋଧ୍ୟାର ପବିତ୍ର ଘାଟ ‘ରାମ କୀ ପୈଡ଼ୀ’ରେ ବାଇକ୍ ଷ୍ଟଣ୍ଟ…
Breaking News ଆମେରିକାରେ ପୁଣି ଗୁଳିମାଡ଼, ୩ ଜଣକ ମୃତ୍ୟୁ Abinash Kumar Dhal Jul 5, 2022 ନୂଆଦିଲ୍ଲୀ: ଆମେରିକାରେ ଲଗାତାର ଦ୍ୱିତୀୟ ଦିନରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଇଣ୍ଡିଆନାରେ ଗୁଳିକାଣ୍ଡ ଯୋଗୁଁ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଆକ୍ରମଣକାରୀ ୧୦ ଜଣକୁ ଗୁଳିମାରିଥିବା ନେଇ ଖବର ରହିଛି…
Breaking News ଭୁବନେଶ୍ୱର ପରେ ଦେବଗଡ଼: ANM ସେଣ୍ଟରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ, ଆରମ୍ଭ ହେଲା ତଦନ୍ତ Manas Pradhan Jul 5, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଆରମ୍ଭ ହେଲା ରାଗିଂ । ଭୁବନେଶ୍ୱର ପରେ ଦେବଗଡ଼ । ଦୁଇଦିନ ପୂର୍ବରୁ ରାଜଧାନୀର ବିଜେବି କଲେଜର ଜଣେ ଛାତ୍ରୀ ରାଗିଂ କାରଣରୁ ଆତ୍ମହତ୍ୟା କରିଥିଲେ । ତେବେ ବିଜେବି କଲେଜ ଛାତ୍ରୀ…
Featured ବଞ୍ଚିପାରିଲାନି ଜୀବନ, କିନ୍ତୁ ମୃତ୍ୟୁ ପରେ ବଞ୍ଚାଇଦେଲେ ୩ ଜଣକ ଜୀବନ, ପଢ଼ନ୍ତୁ ଏହି କାହାଣୀ… Abinash Kumar Dhal Jul 5, 2022 ନୂଆଦିଲ୍ଲୀ: କୁହାଯାଏ ଭଗବାନଙ୍କ ଲୀଳା କେହି ଜାଣନ୍ତି ନାହିଁ । କେତେବେଳେ କାହା ସହ କ’ଣ ଘଟିବ ତାହା କେହିବି ଜାଣନ୍ତି ନାହିଁ । ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଭାବବିହ୍ୱଳ…
Breaking News ମଧ୍ୟାହ୍ନ ଭୋଜନ ନା ବିଷ: ହଷ୍ଟେଲ ଖାଦ୍ୟ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ୧୦୦ ଛାତ୍ରୀ Manas Pradhan Jul 5, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ୧୦୦ରୁ ଅଧିକ ଛାତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ଏଭଳି ଏକ ଖବର ଆସିଛି । ହଷ୍ଟେଲ ଖାଦ୍ୟ ଖାଇବା ପରେ ଉକ୍ତ ଛାତ୍ରୀମାନଙ୍କର ଦେହ…
Breaking News ଦୌପଦୀଙ୍କୁ ସମର୍ଥନ ଜଣାଇଲେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି Abinash Kumar Dhal Jul 5, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିବା ପରେ ଧୀରେ ଧୀରେ ଅନେକ ଦଳ ମଧ୍ୟ ଦୌପଦୀଙ୍କୁ ସମର୍ଥନ ଜଣାଇବାକୁ…