କଟକରେ ମାସ୍କ ବାଧ୍ୟତା ମୂଳକ: BMC ପରେ CMC ଜାରି କଲା କଟକଣା

କଟକ: ଧିରେ ଧିରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଫେରୁଛି ମାସ୍କ । ବିଏମସି ପରେ ଏବେ ସିଏମସି ତରଫରୁ ମଧ୍ୟ ମାସ୍କକୁ ନେଇ କଟକଣା ଜାରି କରାଯାଇଛି । ଭୁବନେଶ୍ୱର ପରେ ଏବେ କଟକରେ ଲାଗୁ ହେଲା ମାସ୍କ କଟକଣା । ଏଣିକି ସିଲଭର…

ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା: ହଷ୍ଟେଲରୁ ମିଳିଲା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱର ବିଜେବି କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି । କଲେଜ ହଷ୍ଟେଲ ପରିସରରୁ ଛାତ୍ରୀଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ବିଜେବି କଲେଜର ଲେଡିଜ ହଷ୍ଟେଲରୁ…

ସୀମା ଟପିଲା ପାଶବିକତା, ପୁଅକୁ ହତ୍ୟା କରି ପାଣିଟାଙ୍କିରେ ପୂରାଇଲା ବାପା

ବେଙ୍ଗାଲୁରୁ: ବାପା ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ବାପା ପୁଅର ସଂପର୍କକୁ ନେଇ ଏବେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଯେଉଁଠାରେ ଜଣେ ବାପା ନିଜ ୧୨ ବର୍ଷର ପୁଅକୁ ହତ୍ୟା କରିଛି, ଖାଲି ସେତିକି ନୁହେଁ…

ଚଳିତ ଆର୍ଥିକ ବର୍ଷରେ ପର୍ଯ୍ୟଟନ ପାଇଁ ଖର୍ଚ୍ଚ ହେବ ୫୭୪ କୋଟି, ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶନିବାର ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ନେଇ ହେଉଥିବା ଅବହେଳାକୁ ନେଇ ପଶ୍ନ ଉଠାଇଥିଲେ ବିରୋଧୀ ଶାସକ ନେତା ମଧ୍ୟ ଉଦବେଗ…

NDA ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ NDA ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇପାରନ୍ତି । କ୍ୟାପଟେନ୍ ନିଜ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପି ସହ ମିଶାଇକୁ…

ମୁଣ୍ଡୁଳୀ ବ୍ରିଜ ନିକଟରେ ବୁଲେଟ୍ ଠାବ, ବ୍ୟାଙ୍କ କର୍ମଚାରୀ ନିଖୋଜ

କଟକ(ଓଡ଼ିଶା ଭାସ୍କର): ଗତକାଲିଠୁ ମୁଣ୍ଡୁଳି ବ୍ରିଜ ନିକଟରେ ଏକ ବୁଲେଟ୍ ଠାବ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ବଢିବାରେ ଲାଗିଛି। ଏହି ବାଇକଟି ଆଇଡିଏଫସି ବ୍ୟାଙ୍କ୍ କର୍ମଚାରୀ ପ୍ରସନ୍ନଜିତ୍…

ଋଣରେ ପୂର୍ବରୁ ଦବି ରହିଥିବା ରାଜ୍ୟ ପୁଣି ଥରେ ନେବେ ୨.୧୨ ଲକ୍ଷ କୋଟି ଋଣ, ଚିନ୍ତାରେ ଆରବିଆଇ

ନୂଆଦିଲ୍ଲୀ: ନିଜ ଖର୍ଚ୍ଚ ପୂରଣ ପାଇଁ ଚଳିତ ତ୍ରୈମାସରେ ୨.୧୨ ଲକ୍ଷ କୋଟି ଟଙ୍କା ବଜାରରୁ ଧାର ନେବେ ରାଜ୍ୟ ସରକାର। ଏହାର ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ରାଜ୍ୟଗୁଡିକ ଏମିତି ଋଣ ନେବା ନେଇ ଚିନ୍ତିତ…

ଏବେ ମକଦ୍ଦମା ଲଢିବା ହେବ ମହଙ୍ଗା, ୧୦ ଗୁଣ ବୃଦ୍ଧି ପାଇଲା କୋର୍ଟ ଫି

ରାଞ୍ଚି(ଓଡ଼ିଶା ଭାସ୍କର): ଦେଶରେ ଏବେ ମହଙ୍ଗା ମାଡ଼ ଜାରି ରହିଛି। ଯାହା ଗରିବ ଏବଂ ମଧ୍ୟମବର୍ଗର ଲୋକଙ୍କ ଜୀବନଶୈଳୀ ଉପରେ ପ୍ରଭାବ ପକାଉଛି। ସୂଚନା ଅନୁସାରେ ରାଞ୍ଚିର ଲୋକମାନେ ବର୍ତ୍ତମାନ ନାଗରିକମାନଙ୍କୁ ଅପରାଧିକ…

ତୃତୀୟ ଥର ପ୍ରୋଟୋକଲ ଭାଙ୍ଗିବେ କେସିଆର, ପ୍ରଧାନମନ୍ତ୍ରୀ ମୋଦୀଙ୍କ କରିବେନି ସ୍ଵାଗତ

ହାଇଦ୍ରାବାଦ: ଦକ୍ଷିଣ ଭାରତରେ କର୍ଣ୍ଣାଟକ ପରେ ଭାରତୀୟ ଜନତା ପାର୍ଟି(ବିଜେପି) ଟାର୍ଗେଟରେ ରହିଛି ତେଲଙ୍ଗାନା। ଦୀର୍ଘ ବର୍ଷ ପରେ ବିଜେପି ହାଇଦ୍ରାବାଦରେ ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀ ବୈଠକ କରୁଛି। ଦୁଇ ଦିନିଆ…

ଶରୀରର ଏହି ସ୍ଥାନରେ ଯଦି ହେଉଛି ଯନ୍ତ୍ରଣା ହୋଇଯାଆନ୍ତୁ ସାବଧାନ: ହୋଇପାରେ କୋଭିଡର ସଂକେତ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କରୋନା ଭାଇରସର ଲକ୍ଷଣ କେବଳ ଥଣ୍ଡା ବା ଜ୍ୱର ନୁହେଁ। ବର୍ତ୍ତମାନ ଏପରି କିଛି ଲକ୍ଷଣ ସାମ୍ନାକୁ ଆସିଛି ଯାହା ଲୋକମାନଙ୍କ ସମସ୍ୟାର କାରଣ ହୋଇଥିବା ଜଣା ପଡ଼ିଛି। ଦେଶରେ କରୋନା ସଂକ୍ରମଣ…