CHARIDHAM

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପ୍ରାଣ ହରାଇଲେ ଏସଡିଜେଏମ…

କରଞ୍ଜିଆ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ରାଇରଙ୍ଗପୁର ଏସଡିଜେଏମ । ଗୁରୁବାର ସନ୍ଧ୍ୟାରେ ଏକ ଭୟଙ୍କର କାର୍ ଦୁର୍ଘଟଣା ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନଙ୍କ ମୃତ୍ୟୁ ଘଟିଛି । ଯଶିପୁର ମେଡିକାଲରେ…

ଆରମ୍ଭ ହେବ ଓଡିଶା ଚେସ ଚମ୍ପିଆନସିପ: ଜାଣନ୍ତୁ କେବେ ଓ କେଉଁଠି ହେବ ଆୟୋଜନ?

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡିଶା ଚେସ୍ ଆସୋସିଏସନ୍ ବ୍ୟାନରରେ ଅନୁଷ୍ଠିତ ହେବାକୁ ଯାଉଛି ଅଲ ଓଡିଶା ଚେସ୍ ଚାମ୍ପିଅନସିପ୍ । ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ପ୍ରଥମ ଥର ପାଇଁ…

ସର୍ବକାଳୀନ ନିମ୍ନସ୍ତରରେ ଟଙ୍କାର ମୂଲ୍ୟ, ଅର୍ଥ ମନ୍ତ୍ରୀ କହିଲେ- ଏବେ ବି ଆମେ ଉନ୍ନତ ସ୍ଥିତିରେ ଅଛୁ

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୂଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ସର୍ବକାଳୀନ ନିମ୍ନସ୍ତରରେ ରହିଛି। ହେଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା କଥା ଦୁନିଆର ଅନ୍ୟ ମୁଦ୍ରା ତୂଳନାରେ ଟଙ୍କାର ସ୍ଥିତି  ଭଲ…

BSNL ଲଞ୍ଚ କଲା ସବୁଠୁ ଶସ୍ତା ପ୍ଲାନ,  ମାସ ସାରା ମିଳିବ ୨ ଜିବି ଡାଟା

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଏହାର ଗ୍ରାହକଙ୍କ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ମାସିକ ପ୍ରିପେଡ ରିଚାର୍ଜ ପ୍ଲାନ ଘୋଷଣା କରିଛି । ଜୁଲାଇ ୧, ୨୦୨୨ ଅର୍ଥତ୍ କାଲି ଠାରୁ ଏହି ପ୍ଲାନ ଉପଭୋକ୍ତାମାନଙ୍କ…

ଚକୋଲେଟ ପ୍ରଡକ୍ସନ ଉପରେ ରୋକ: କାହିଁକି ଗ୍ରାହକଙ୍କ ପାଖରୁ କମ୍ପାନୀ ଫେରାଇ ନେଲା ପ୍ରଡକ୍ଟସ?

ନୂଆଦିଲ୍ଲୀ: ଚକୋଲେଟ ପ୍ଲାଣ୍ଟରୁ ମିଳିଛି ଏକ ଭୟଙ୍କର ବ୍ୟାକ୍ଟେରିଆ । ଏ ନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । ଏହା ବ୍ୟତୀତ କାରଖାନାରେ ପ୍ରଡକ୍ସନ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଥିବା କହିଛନ୍ତି ଏକ ଚକୋଲେଟ…

ଦିନ ଥିଲା ଥାନେ ସଡକରେ ଅଟୋ ଚଳାଉଥିଲେ ଏକନାଥ ସିନ୍ଦେ, ଏବେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଏକନାଥ ସିନ୍ଦେ। ସେ ଆଜି ସନ୍ଧ୍ୟା ୭ଟା୩୦ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ବିଜେପି ନେତା ଦେବେନ୍ଦ୍ର ଫଡଣଭିସ ଗୁରୁବାର ଏହାର ଘୋଷଣା କରି ସଭିଙ୍କୁ ଚକିତ…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡାନ୍ତ ଏକାଦଶ ଘୋଷଣା, ଦଳକୁ ଫେରିଲେ ଆଣ୍ଡରସନ

ବର୍ମିଂଘମ: ଆସନ୍ତାକାଲି ଭାରତ ଏବଂ ଘରୋଇ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା। ଏଥିପାଇଁ ଇଂଲଣ୍ଡ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛି। ଏଜବାଷ୍ଟନରେ ଖେଳାଯିବାକୁ…

ଲ୍ୟାଣ୍ଡ ସ୍ଲାଇଡିଙ୍ଗ ପରେ ଏବେ ବି ୪୦ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମଣିପୁର: ମଣିପୁରରେ ଚିନ୍ତା ବଢାଉଛି ଭୂସ୍କଳନ ଜନିତ ନିଖୋଜ ସଂଖ୍ୟା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୪୦ ଜଣଙ୍କ ନିଖୋଜ ନେଇ ସୂଚନା ମିଳିଛି । ତେବେ ମସ୍ତଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ…

ଲୋକପ୍ରିୟ ଗାୟକ ଆର କେଲିଙ୍କୁ ୩୦ ବର୍ଷ ଜେଲ ଦଣ୍ଡ, ରହିଥିଲା ଯୌନ ଶୋଷଣ ଅଭିଯୋଗ

ନୂଆଦିଲ୍ଲୀ: ହଲିଉଡର ଲୋକପ୍ରିୟ ଗାୟକ ଆର କେଲିଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଜଣାଶୁଣା ହଲିଉଡ ସିଙ୍ଗର ଆର କେଲିଙ୍କୁ ମହିଳା, ଯୁବତୀ ଓ ଯୁବକଙ୍କ ଯୌନ ଶୋଷଣ କରିବା ଅଭିଯୋଗରେ ୩୦ ବର୍ଷ ଜେଲ…

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ଦେବେନ୍ଦ୍ର ଫଡଣବିସଙ୍କ ବଡ ଘୋଷଣା

ମୁମ୍ବାଇ: କିଛି ସମୟ ଆଗକୁ ଖବର ଆସିଥିଲା ଯେ ମହାରାଷ୍ଟ୍ରରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡଣବିସ। ତେବେ ବାସ୍ତବରେ ମହାରାଷ୍ଟ୍ରରେ କିଏ ସମ୍ଭାଳିବ ଗାଦି। ଏହାର ଆନୁଷ୍ଠାନିକ…