ବମ୍ପର୍ ଡିସକାଉଣ୍ଟ୍! ୧୫ହଜାର ଟଙ୍କାରୁ କମ୍ ରେ ମିଳୁଛି ଆଇଫୋନ୍, ଏହି ମଡେଲରେ ଗ୍ରାହକ ପାଇବେ ଭାରୀ ରିହାତି

ନୂଆଦିଲ୍ଲୀ: ଯଦି ଆପଣ କମ୍ ଦାମ୍ ରେ ନୂଆ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଖରେ ଶାନଦାର୍ ମଉକା ରହିଛି । ଆପଲ୍ ର ହ୍ୟାଣ୍ଡସେଟ୍ iPhone SE ରେ ବମ୍ପର୍ ଡିସକାଉଣ୍ଟ୍ ମିଳୁଛି । ଅଫର୍ ଲଗାଇବା ପରେ…

ସମିତି ସଭ୍ୟ ପ୍ରାର୍ଥିନୀଙ୍କର ଆକସ୍ମିକ ପରଲୋକ

ଖଡ଼ିଆଳ(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ନାମାଙ୍କନ ପତ୍ର ଦାଖଲ ହୋଇସାରିଥିବା ବେଳେ କରୋନାକୁ ନେଇ ଲାଗିଛି ଅନେକ କଟକଣା । ଏହାରି ମଧ୍ୟରେ ଜଣେ ସମିତି ସଭ୍ୟ…

ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା: ବିଜେପି ବିଧାୟକଙ୍କ ପୁଅ ସମେତ ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ସେଲସୁରା ଠାରେ ଏକ ଭୟଙ୍କର ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏଥିରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ଜଣେ ବିଜେପି ବିଧାୟକଙ୍କ ପୁଅ ମଧ୍ୟ ରହିଛନ୍ତି । ଏହି ଘଟଣା ସୋମବାର ଦିନ…

ରାଜ୍ୟରେ ୬ ହଜାର ତଳକୁ ଖସିଲା କୋଭିଡ୍ ଦୈନିକ ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

କମୁଛି ସଂକ୍ରମଣ: ଦିନକରେ ଚିହ୍ନଟ ହେଲେ ୨.୫୫ ଲକ୍ଷ ସଂକ୍ରମିତ, ୬୧୪ ମୃତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ କମିବାରେ ଲାଗିଛି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର୍ ଥିବା ବେଳେ ଆଜି ମାମଲାରେ ବଡ଼ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୫ ହଜାର ୮୭୪ ଆକ୍ରାନ୍ତ ଚିହ୍ନଟ…

Love Biteର ମଧୁର ଅନୁଭବ ବଢ଼ାଇପାରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା, ଜାଣନ୍ତୁ କଣ ଏହାର ସାଇଡ୍ ଇଫେକ୍ଟ୍

ନୂଆଦିଲ୍ଲୀ: ଲଭ୍ ମେକିଂ ସମୟରେ ଅନେକ ଥର ଲୋକମାନେ ନିଜର ସାଥୀଙ୍କୁ ଲଭ୍ ବାଇଟ୍ ଦେଇଥାନ୍ତି । ଏହା କେବଳ ଦୁହେଁ ଦୁହିଁଙ୍କ ମଧୁର ଅନୁଭବ କୁ ବଢ଼ାଇଏ ନାହିଁ ବରଂ ସମ୍ପର୍କକୁ ଆହୁରି ବି ଦୃଢ଼ କରେ । ତେବେ ସ୍କିନ୍ ଉପରେ…

ଏହି ତାରିଖରେ ଭାରତରେ ଆସିବ କରୋନାର ପିକ୍, IIT ରିସର୍ଚ୍ଚରୁ ହେଲା ଖୁଲାସା

ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷରେ ବର୍ତ୍ତମାନ ଦୈନିକ ୩ ଲକ୍ଷରୁ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏପରିସ୍ଥଳେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଭାରତରେ କୋଭିଡ୍ ଲହର ପିକରେ ପହଞ୍ଚି ସାରିଛି । ଅପରପକ୍ଷେ…

ଆଜି ରାଜ୍ୟରେ କୋଭିଡରେ ୭ ଜଣଙ୍କ ପ୍ରାଣ ଗଲା, ଖୋର୍ଦ୍ଧାରୁ ୩ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ଇନ୍ଦୋରରେ କରୋନାର ନୂଆ ପ୍ରଜାତି ବିଏ-୨ ଚିହ୍ନଟ, କ୍ଷୀପ୍ର ସଂକ୍ରମଣ କ୍ଷମତା ଥିବା ସୂଚନା

ନୂଆଦିଲ୍ଲୀ: ଭାରତରେ ସୋମବାର କରୋନାର ଆଉ ଏକ ନୂଆ ପ୍ରଜାତି ଚିହ୍ନଟ ହୋଇଛି । ଏହାର ନାମକରଣ ବିଏ-୨ ରଖାଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏହି ନୂଆ ପ୍ରଜାତିରେ ସଂକ୍ରମିତ ହୋଇଥିବା ୧୬ଜଣ କରୋନା ରୋଗୀଙ୍କଠାରେ ଏହି…

କ୍ୟାପିଟାଲ ହସ୍ପିଟାଲରେ ୧୫ଟି ବିଭାଗରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ; ବିଭିନ୍ନ ପଦବିକୁ ମିଳିଛି ସରକାରୀ ମଞ୍ଜୁରି

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ୧୫ଟି ବିଭାଗରେ ପାଠ୍ୟକ୍ରମ ପାଇଁ ଅନୁମତି ମିଳିଥିବା ବେଳେ ରାଜ୍ୟ ସରକାର ଏଥିପାଇଁ…