Netflix ଓ Amazon ସିରିଜ୍ ଦେଖୁଥିଲେ ନିଟ୍ ଟପ୍ପର; ଶେୟାର କଲେ ପାଠପଢା ରୁଟିନ୍

ନୂଆଦିଲ୍ଲୀ: ସାଧାରଣତଃ ଟପ୍ପର ମାନେ ପାଠ ପଢାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥାନ୍ତି । ତେବେ ନିଟ୍-ୟୁଜିରେ ଟପ୍ପର ହୋଇଥିବା ମ୍ରିଣାଲ କୁଟ୍ଟେରୀଙ୍କ ମତ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ସେ ପାଠପଢା ସହିତ ସମାନ ଭାବରେ…

ଶ୍ରୀମନ୍ଦିରରେ କାଲି ସାଧାରଣ ଦର୍ଶନ ବନ୍ଦ, କାଉଁରିଆ ଜାଳିବା ମନା

ପୁରୀ(ଓଡ଼ିଶା ଭାସ୍କର): ରାତି ପାହିଲେ ଦୀପାବଳୀ । କିନ୍ତୁ ଦେଶର ଅନେକ ରାଜ୍ୟରେ ଦୀପାବଳୀକୁ ନେଇ କଟକଣା ଲଗାଯାଇଛି । ସେହିପରି ପୁରୀ ସିଂହଦ୍ୱାର ସମ୍ମୁଖରେ କାଲି କାଉଁରିଆ କାଠି ଜଳାଇବାକୁ ମନା କରାଯାଇଛି ।…

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବଡ଼ ମିସାଇଲର ବଙ୍କର ବନାଉଛି ଚୀନ୍, ଫଟୋରୁ ହେଲା ଖୁଲାସା

ବିଜିଙ୍ଗ: ଚୀନ ୩ଟି ସ୍ଥାନରେ ମିସାଇଲ ସିଲୋ ଫିଲ୍ଡ ତିଆରି କରୁଥିବା ସନ୍ଦେହ ହେଉଛି । ପଶ୍ଚିମୀ ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି । ଏହି ୩ଟି ସ୍ଥାନ ଉତ୍ତର ମଧ୍ୟ ଚୀନର ୟୁମେନ, ହାମୀ ଓ ଅର୍ଡୋସରେ…

ପୁଣି ତେଜିଲା ସିଦ୍ଧୁ-ଅମରିନ୍ଦର ବିବାଦ: ଅମରିନ୍ଦର ବାରୁଦ ବୀହିନ ଗୁଳି

ନୂଆଦିଲ୍ଲୀ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ପୁଣି ଥରେ ଆକ୍ରମଣ କରିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନଭଜୋତ ସିଂ ସିଦ୍ଧୁ । ସିଦ୍ଧୁ ଆକ୍ରମଣ କରିବା ସହିତ କ୍ୟାପଟେନ ବାରୁଦ ସରି ଯାଇଥିବା ଗୁଳି…

Netflixରେ ଏବେ ମୁଭି ଦେଖିବା ସହିତ ଗେମ୍ ଖେଳିବାର ମଜା ଉଠାନ୍ତୁ, କମ୍ପାନୀ ଜାରି କଲା ନୂଆ ଫିଚର

ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ଆପଣମାନେ ଏଣିକି ଗେମ୍ ଖେଳି ମଜା ଉଠାଇ ପାରିବେ । ଏନେଇ କମ୍ପାନୀ ପକ୍ଷରୁ ଏକ ନୂଆ ଫିଚର ଲଞ୍ଚ କରାଯାଇଛି । ଏହି ଫିଚରକୁ ନେଇ ନେଟଫ୍ଲିକ୍ସ ବହୁ ପୂର୍ବରୁ କାର୍ଯ୍ୟ କରି ଆସୁଥିଲା । ଏଣିକି…

UIDAIର ନୂଆ ନିୟମ: Aadhaar Cardର ଅପବ୍ୟବହାର କଲେ ଦେବାକୁ ପଡ଼ିବ ୧ କୋଟି ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ: ଭାରତ ସରକାର ଆଧାର ନିୟମାବଳୀର ଉଲ୍ଲଂଘନକାରୀଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି । ଏହି କାନୁନ ପାରିତ ହେବାର ପ୍ରାୟ ଦୁଇବର୍ଷ ପରେ ସରକାର ଉକ୍ତ ନିୟମର ଅଧିସୂଚନା ଜାରି କରିଛନ୍ତି । ଏହି…

EPFO ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟକୁ ପଠାଉଛି ସୁଧ ଟଙ୍କା, ଜାଣନ୍ତୁ କେତେ ଓ କିପରି କରିବେ ଚେକ୍?

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ପ୍ରୋଭିଡେଣ୍ଟ ଫଣ୍ଡ ବା ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଆସିଛି ଖୁସି ଖବର । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO) ପିଏଫ୍ ଆକାଉଣ୍ଟରେ ସୁଧ ଟଙ୍କା ଜମା କରିବାର ପ୍ରକ୍ରିୟା ଆରମ୍ଭ…

ବ୍ରାହ୍ମଣୀ ନଦୀ ସାଧିଲା ଦାଉ: ଅକାଳରେ ଲିଭିଗଲା ୩୨ ବର୍ଷୀୟ ଯୁବକଙ୍କ ଜୀବନ ଦୀପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ୩୨ ବର୍ଷୀୟ ଯୁବକଙ୍କ ଅକାଳରେ ମୃତ୍ୟୁ ଘଟିଛି । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଳର ପ୍ରଖର ସ୍ରୋତରେ ବୁଡ଼ିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ…

ପୁରୀ ଚାଷୀଙ୍କୁ କାଳିଆ ଟଙ୍କା, ଜାଣନ୍ତୁ କେତେ ସହାୟତା ଦେବେ ମୁଖ୍ୟମନ୍ତ୍ରୀ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲାର ଚାଷୀମାନଙ୍କ ପାଇଁ କାଳିଆ ଟଙ୍କା ଘୋଷଣା ହୋଇଛି । ଚାଷୀଙ୍କ ପାଇଁ ୩୩ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧ ଲକ୍ଷ ୬୫ ହଜାର…

T20 World Cup: ଯଦି ଆଜି ସ୍କଟଲାଣ୍ଡ ଜିତିଯାଏ ତେବେ ଟିମ୍ ଇଣ୍ଡିଆ ପାଇଁ ଖୋଲିଯିବ ସେମି ଫାଇନାଲ ରାସ୍ତା

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ୨୦୨୧ରେ ଭାରତର ଅଭିଯାନ ଯଦିରେ ଅଟକି ଯାଇଛି । ଭାରତୀୟ ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ଭୋଗିଛି । ଟୁର୍ଣ୍ଣାମେଣ୍ଟରେ ଦାବିଦାର ଭାବେ ଅଭିଯାନ ଆରମ୍ଭ କରିଥିବା ଭାରତ…