କରୋନା କହର: ୨୪ ଘଣ୍ଟାରେ ୨.୬ ଲକ୍ଷ ସଂକ୍ରମିତ ଚିହ୍ନଟ, ଓମିକ୍ରନ ମାମଲା ୬ ହଜାର ପାର୍
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୬୮ ହଜାର ୮୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ ହାର ୧୬.୬୬ ପ୍ରତିଶତ…