(ଭିଡିଓ) ହସ୍ପିଟାଲରେ ଶିଶୁ ଅଦଳବଦଳ: ଅଭିଯୋଗ କଲେ ପ୍ରସୂତୀ ଏବଂ ପରିବାର
ହସ୍ପିଟାଲରେ ହୋଇଛି ଶିଶୁ ଅଦଳବଦଳ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରୁ ।
ଅଭିଯୋଗ ମୁତାବକ ମା’ ଓ ଶିଶୁ ସ୍ୱାସ୍ଥ୍ୟକାର୍ଡରେ ଲେଖା ଯାଇଛି ପୁଅ ଜନ୍ମ ହୋଇଛି । କିନ୍ତୁ…