ସୋଏବ ଅଖତରଙ୍କ ନିଜ ଦଳକୁ ଅଜବ ପରାମର୍ଶ, ଭାରତକୁ ରୋକିବାକୁ ହେଲେ ପାକିସ୍ତାନକୁ ଏହି କାମ କରିବାକୁ ପଡିବ
ନୂଆଦିଲ୍ଲୀ : ଆଜି ଟି-୨୦ ବିଶ୍ୱ କପର ସୁପର ୧୨ ରାଉଣ୍ଡରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଏହି ମ୍ୟାଚ୍ ସନ୍ଧ୍ୟା ୭ଟା୩୦ରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ…