କିଛି ନକରି ମଧ୍ୟ ଆପଣ ଧନୀ ହୋଇପାରିବେ, ଜାଣନ୍ତୁ କିପରି

କୁହାଯାଏ- ରୋମ ଗୋଟିଏ ଦିନରେ ତିଆରି ହୋଇନାହିଁ । ଏ ଦୁନିଆର ପ୍ରତ୍ୟେକ ବଡ଼ କାର୍ଯ୍ୟ କରିବା ପାଇଁ ସମୟ ନିହାତି ଆବଶ୍ୟକ ହୋଇଥାଏ । ୨୦ ବର୍ଷର ଦୀର୍ଘ ଅବଧି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କାହା ପାଖରେ ସମୟ ନଥାଏ ।…

ବ୍ଲାକ୍ ଫଙ୍ଗସ ଯୋଗୁଁ ପତ୍ନୀଙ୍କ ମୃତ୍ୟୁପରେ ୪ ପିଲାଙ୍କୁ ଧରି ଆତ୍ମହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇ ପତ୍ନୀଙ୍କ ମୃତ୍ୟୁ ପରେ ଜଣେ ସେବାନିବୃତ୍ତ କର୍ମଚାରୀ ନିଜ ୪ ଟି ସନ୍ତାନଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ତେବେ ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ବେଲଗାୱୀ…

ଶାହରୁଖଙ୍କୁ ଟାର୍ଗେଟ୍ କରି ବିଜେପି ଜାଣିଶୁଣି ଆର୍ଯ୍ୟନଙ୍କୁ ଡ୍ରଗ୍ସ ମାମଲାରେ ଫସାଇଛି, ଜାଣନ୍ତୁ ଏହି ଘଟଣା କେତେ ସତ ଆଉ କେତେ ମିଛ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ( ଏନସିବି)ର ହେଫାଜତରେ ରହିଛନ୍ତି । ତେବେ ସମସ୍ତ ପ୍ରୟାସ ପରେ ବି ଆର୍ଯ୍ୟନଙ୍କୁ ଜାମିନ ନ ମିଳିବାରୁ…

ଜାଣନ୍ତୁ ସବୁଠୁ ଛୋଟ ଓ ବଡ଼ ନାମ ଥିବା ରେଳ ଷ୍ଟେସନ୍ କେଉଁଠାରେ ରହିଛି…

ନୂଆଦିଲ୍ଲୀ: ଭାରତୀୟ ରେଳକୁ ଦୁନିଆର ସବୁଠାରୁ ବଡ଼ ନେଟୱର୍କ ବୋଲି କୁହାଯାଇଥାଏ । ଏହି ନେଟୱର୍କରେ ଅନେକ ଷ୍ଟେସନ୍ ରହିଛି, ଯାହା କୌଣସ ନା କୌଣସି କାରଣ ପାଇଁ ଖାସ୍ ସ୍ଥାନ ପାଇଛି । ଆଜି ଆମେ ସେହି ଷ୍ଟେସନ୍ ସମ୍ପର୍କରେ…

ହ୍ୱାଟସଆପର ଡିଲିଟ୍ ମେସେଜ୍, ବ୍ୟାଙ୍କ ବିବରଣୀର ଖୋଳତାଡ଼ କରୁଛି ଏନସିବି, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ବ୍ୟାଙ୍କ ଡିଟେଲ୍ ତଥା ଆର୍ଥିକ ନେଣଦେଣର ଖୋଳତାଡ କରୁଛି ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରେ(ଏନସିବି) । କେବଳ ଆର୍ଯ୍ୟନ…

ଆଜି ରାଜ୍ୟରେ ୪୪୭ କରୋନା ପଜିଟିଭ୍, ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ବନ୍ଦ ହୋଇଯିବ ରାଜ୍ୟର ସମସ୍ତ ଦୂରଦର୍ଶନ କେନ୍ଦ୍ର, ୪୧୨ଟି କେନ୍ଦ୍ର ବନ୍ଦ ନେଇ ନିର୍ଦ୍ଦେଶନାମା ଜାରି କଲା ପ୍ରସାର ଭାରତୀ

ନୂଆଦିଲ୍ଲୀ: ରାଜ୍ୟର ସମସ୍ତ ଦୂରଦର୍ଶନ କେନ୍ଦ୍ର ବନ୍ଦ ହୋଇଯିବ । ତେବେ ମୋଟ ୪୧୨ଟି କେନ୍ଦ୍ର ବନ୍ଦ କରିବା ନେଇ ପ୍ରସାର ଭାରତୀ ପରିଚାଳନା ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଗୋଟିଏ ପଟେ ଦେଶରେ ୬ ଶହରୁ…

ସ୍ପୁଟନିକ୍-ଭି ଟିକାରେ ରହିଛି ଏଚଆଇଭି ଭୟ, ଦକ୍ଷିଣ ଆଫ୍ରିକା ପରେ ଏହି ଦେଶ କଲା ବ୍ୟାନ୍

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱବ୍ୟାପୀ ସଙ୍କଟାପର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ତାକୁ ଦୃଷ୍ଟିରେ ରଖି ଟିକାକରଣକୁ ମଧ୍ୟ ଜୋରଦାର୍ କରାଯାଉଛି । ଏହି ପରିପ୍ରେକ୍ଷୀରେ ଋଷ କରୋନା ଟିକା ସ୍ପୁଟନିକ୍-ଭି କୁ…

ଯଦି ଫ୍ଲାଇଟ ଭିତରେ କୌଣସି ଶିଶୁ ଜନ୍ମଗ୍ରହଣ କରେ, ତେବେ ବାର୍ଥ ସାର୍ଟିଫିକେଟରେ ଜନ୍ମସ୍ଥାନ କ’ଣ ହେବ, ଜାଣନ୍ତୁ

ନୂଆଦିଲ୍ଲୀ: ଯଦି କୌଣସି ଶିଶୁ ଫ୍ଲାଇଟ ଭିତରେ ଜନ୍ମଗ୍ରହଣ କରେ, ତେବେ ଏପରି କ୍ଷେତ୍ରରେ ତା’ ବାର୍ଥ ସାର୍ଟିଫିକେଟରେ ଜନ୍ମସ୍ଥାନ କ’ଣ ଲେଖା ହେବ? ଏକଥା ଆପଣ ହୁଏତ ଜାଣିନଥିବେ । ମନେକରାଯାଉ, ଗୋଟିଏ ଫ୍ଲାଇଟ ଭାରତରୁ…

ଲଖିମପୁର ହିଂସାକାଣ୍ଡ: ଡେଙ୍ଗୁରେ ଆକ୍ରାନ୍ତ ହେଲେ ଆଶିଷ ମିଶ୍ରା, ହସ୍ପିଟାଲରେ ଭର୍ତ୍ତି

ଲଖିମପୁର: ଜେଲରେ ସଜ୍ଜା କାଟୁଥିବା ଲଖିମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୁତ୍ରରୁ…