ଆଫଗାନିସ୍ତାନ୍ରେ ସୀମା ଟପିଲା ତାଲିବାନୀ କ୍ରୁରତା: ମହିଳା ଖେଳାଳିଙ୍କ ମୁଣ୍ଡ- ଗଣ୍ଡି ଅଲଗା କରି କଲେ ହତ୍ୟା
କାବୁଲ୍ : ଆଫଗାନିସ୍ତାନ୍କୁ ତାଲିବାନ ନିଜ କବ୍ଜାକୁ ନେବା ପରେ ସେଠାରେ ତାଲିବାନୀମାନେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଧୀରେ ଧୀରେ ତାଲିବାନଙ୍କ କ୍ରୁରତା ସବୁ ସୀମା ଟପିବାରେ ଲାଗିଛି । ତାଲିବାନୀ ଆତଙ୍କୀମାନେ…