CHARIDHAM

୨୦୨୧ରେ ଏହିସବୁ ଆଡଲ୍ଟ ଷ୍ଟାରଙ୍କୁ କରାଯାଇଛି ସର୍ବାଧିକ ଥର ସର୍ଚ୍ଚ, ଟପ୍ ରେ ରହିଛି ଏହି ଦେଶ

ନୂଆଦିଲ୍ଲୀ: ୨୦୨୧ ସରିବାକୁ ଆଉ ମାତ୍ର ଅଳ୍ପ ଦିନ ରହିଲା । ୨୦୨୦ ବର୍ଷ ପରି ୨୦୨୧ ରେ ମଧ୍ୟ ଅଧିକାଂଶ ଲୋକ ଘରେ ରହି ସମୟ ବିତାଇଛନ୍ତି । କରୋନା ମହାମାରୀ ପାଇଁ ବିଭିନ୍ନ କାର୍ଯ୍ୟନୁଷ୍ଠାନ ବନ୍ଦ ରହିଥିବାରୁ ଲୋକମାନେ…

ରାଜଧାନୀରୁ ସମ୍ବଲପୁରକୁ ଘରୋଇ ବସ୍ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ସମ୍ବଲପୁରକୁ ୧୮ ଘଣ୍ଟିଆ ଘରୋଇ ବସ୍ ସେବା ବନ୍ଦ । ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ । ୫୫ ନମ୍ବର ଜାତୀୟ ରାଜପଥ ମରାମତି…

ପ୍ରତି ମାସରେ ମହିଳାଙ୍କ ଆକାଉଣ୍ଟକୁ ୨୨୫୦ ଟଙ୍କା ଟ୍ରାନ୍ସଫର କରିବେ ସରକାର, ଜାଣନ୍ତୁ ରାଜ୍ୟ ହିସାବରେ ଆପଣଙ୍କୁ କେତେ ମିଳିବ ?

ନୂଆଦିଲ୍ଲୀ: ଦେଶର ସମସ୍ତ ବର୍ଗର ଲୋକଙ୍କ ପାଇଁ ଅନେକ ସୁବିଧା କରିଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ପକ୍ଷରୁ ଚାଷୀ, ମହିଳା ଓ ଗରୀବ ଲୋକଙ୍କ ପାଇଁ ଆର୍ଥିକ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ତେବେ ଆସନ୍ତୁ ଜାଣିବା…

ରାଶିଫଳ(ଗୁରୁବାର,୨୩ ଡିସେମ୍ବର,୨୦୨୧)

ମେଷ - ଶୁଭଖବର ପାଇ ମନ ଖୁସି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର…

ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାରାଦ୍ୱୀପ(ଓଡ଼ିଶା ଭାସ୍କର): ଅଖା ଭିତରୁ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏରସମା ଥାନା କଞ୍ଜକୋଠି ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଭିତରୁ ଉଦ୍ଧାର ହୋଇଛି । ମୃତ ମହିଳା ଅଜଗରକୋଠି ଗାଁର ହୋଇଥିବା ସୂଚନା…

ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟିଦେଲେ ଡାକ୍ତର: ଅଭିଯୋଗ ପରେ ବି ହେଉନାହିଁ କାର୍ଯ୍ୟାନୁଷ୍ଠାନ

ପୁଣିଥରେ ଡାକ୍ତରଙ୍କ ନାଁ ରେ ଆସିଛି ସାଂଘାତିକ ଅଭିଯୋଗ  । ମହିଳାଙ୍କ ଅପେରେସନ ସମୟରେ ଡ଼ାକ୍ତର କାଟିଦେଲେ ଖାଦ୍ୟ ନଳି । ମହିଳାଙ୍କ ଅସ୍ତ୍ରୋପଚାରରେ ଦେଖିବାକୁ ମିଳିଛି ଏଭଳି  ବିରାଟ ତ୍ରୁଟି । ପରିବାର ନିୟନ୍ତ୍ରଣ…

ବକ୍ସ ଅଫିସରେ ‘ପୁଷ୍ପା’ର କ୍ରେଜ୍, ପଛରେ ପଡ଼ିଲା ‘କେଜିଏଫ୍’

ମୁମ୍ବାଇ: ଅଲ୍ଲୁ ଅର୍ଜୁନ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ଆଶ୍ଚର୍ଯ୍ୟ କରିଛି । ଏହା ବକ୍ସ ଅଫିସରେ ଦେଖାଇଛି ଜବରଦସ୍ତ ପରଫରମାନ୍ସ । ଫିଲ୍ମ…

ବିନା କାମରେ ନେଉଥିଲେ ଦରମା ଓ ପ୍ରମୋସନ, ୫ ବର୍ଷ ପରେ ରହସ୍ୟ ଉପରୁ ପରଦା ଉଠାଇଲେ ଯୁବକ

ନୁଆଦିଲ୍ଲୀ: କାମ କଲେ ଦରମା ମିଳେ ଏକଥା ତ’ ଆମେ ସମସ୍ତେ ଜାଣିଛେ । କିନ୍ତୁ ବିନା କାମରେ କେବେ କାହାକୁ ଦରମା ଏବଂ ପ୍ରମୋଶନ ମିଳିଥିବା ଶୁଣିଛନ୍ତି କି? ଜଣେ ବ୍ୟକ୍ତି ଏଭଳି ଏକ କମ୍ପାନୀରେ ୫ ବର୍ଷ ଧରି ବିନା କାମ କରି…

‘ମଧୁବନ’ କୁ ନେଇ ବିବାଦରେ ସନ୍ନି ଲିଓନି, ହିନ୍ଦୁ ଧର୍ମକୁ ଆଘାତ କରୁଥିବା ନେଇ ଆସିଲା ଅଭିଯୋଗ

ବଲିଉଡର ଗ୍ଲାମରସ ଡିଭା ସନ୍ନି ଲିଓନି ନିଜର ନୂଆ ଗୀତ ‘ମଧୁବନ’କୁ ନେଇ ବିବାଦ ଘେରରେ । ୨୨ ଡିସେମ୍ବରରେ ରିଲିଜ ହୋଇଥିବା ତାଙ୍କର ଡାନ୍ସ ଭିଡିଓକୁ ନେଇ ଏବେ ଚର୍ଚ୍ଚାରେ ସନ୍ନି ଲିଓନି । ସନ୍ନିଙ୍କ ଏହି ନୂଆ ଗୀତକୁ…

ରାଜ୍ୟରେ ଦୈନିକ ୭୦ ହଜାର ଟେଷ୍ଟିଂ ଲକ୍ଷ୍ୟ: ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ରାଜ୍ୟରେ ଦୈନିକ କୋଭିଡ ଟେଷ୍ଟିଂ ୭୦ ହଜାରକୁ ବୃଦ୍ଧି ପାଇଁ ଲକ୍ଷ୍ୟ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ଏସସି । ସବୁ ଜିଲ୍ଲାର…