ଦ୍ରାବିଡ ଜଣେ ଡରୁଆ ଅଧିନାୟକ: ପୂର୍ବତନ ଅଧିନାୟକଙ୍କ କୋଚ୍ ଦେଲେ ବିବାଦୀୟ ବୟାନ
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର କୋଚ ରହିଥିବା ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ କ୍ରିକେଟର ଭଦ୍ର ଖେଳାଳି ଭାବରେ ବିବେଚନା କରାଯାଏ । ତେବେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଜଣେ…