କଣ ଫ୍ୟାମିଲି ମ୍ୟାନ୍ ୨ର ବୋଲ୍ଡ ସିନ୍ ହେଲା ସମାନ୍ଥା ଓ ନାଗାଙ୍କ ଛାଡ଼ପତ୍ରର କାରଣ?
ମୁମ୍ବାଇ: ସାଉଥ୍ ଫିଲ୍ମ ଷ୍ଟାର୍ ନାଗା ଚୈତନ୍ୟଙ୍କର ଗୋଟିଏ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ନାଗା ଚୈତନ୍ୟଙ୍କ ଏହି ଭିଡିଓକୁ ତାଙ୍କର ଜଣେ ଫ୍ୟାନ୍ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ।…