ଭବାନୀପାଟଣାରେ ଛେଳି ଓ ମେଣ୍ଢାଙ୍କ ଠାରେ ଅଜଣା ରୋଗ ଆତଙ୍କ, କିଛି ଦିନ ମଧ୍ୟରେ ମଲେଣି ୧୫ରୁ ଅଧିକ ଛେଳି

ଭବାନୀପାଟଣା(ଭାସ୍କର ନ୍ୟୁଜ): ଭବାନୀପାଟଣା ଏବଂ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଅସ୍ୱାଭାବିକ ଭାବେ ଛେଳି ମେଣ୍ଢା ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଅଳ୍ପ ଦିନରେ…

ଯୁବକଙ୍କୁ ମାଡ଼ ମାରିବା ପରେ ଗୁପ୍ତାଙ୍ଗକୁ ପଥରରେ ଛେଚି ଦେଲା ଅଭିଯୁକ୍ତ, ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବୁଧବାର ସଂଧ୍ୟାରେ ଏକ ଯୁବକଙ୍କ ଗୁପ୍ତାଙ୍ଗକୁ ପଥରରେ ଛେଚି ଦେଇଥିବା ଅଭିଯୋଗରେ ଅଭିଯୁକ୍ତ ଗିରଫ୍‌ ହୋଇ କୋର୍ଟ ଚାଲାଣ ହୋଇଚ୍ଛି । ଅଭିଯୁକ୍ତ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ…

ଗାଡ଼ ଯାଞ୍ଚ ବେଳେ ୯୬ କେ.ଜି. ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

ସୋରଡା (ଭାସ୍କର ନ୍ୟୁଜ୍‌): ସୋରଡା ପୋଲିସ ଏନଏଚ୫୯ ପାଟପଲ୍ଲୀ ରାସ୍ତାରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ୯୬ କେଜି ଗଞ୍ଜେଇ ଜବତ କରିଛି । ଦାରିଙ୍ଗବାଡି ପଟୁ ଆସୁଥିବା ଟାଟା ଏସି (ଓଡ଼ି ୦୨ବି ବିବି ୩୭୭)୮ ଗାଡିକୁ…

୧୩ରୁ ତିନିଦିନ ପାଇଁ ପ୍ରଶାନ୍ତି ଏକ୍ସପ୍ରେସ ଆଂଶିକ ବାତିଲ, ୟେଲହଙ୍କା- ପେନୁକୋଣ୍ଡା ରେଳ ସେକ୍ସନ ଚାଲିଛି ଆଧୁନିକୀକରଣ କାର୍ଯ୍ୟ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଦକ୍ଷିଣ ପଶ୍ଚିମ ରେଳବାଇର ବାଙ୍ଗାଲୋର ଡିଭିଜନ୍‌ ଅନ୍ତର୍ଗତ ୟେଲହଙ୍କା ଏବଂ ପେନୁକୋଣ୍ଡା ରେଳ ସେକ୍ସନ ମଧ୍ୟରେ ଚାଲିଛି ଦୋହରୀକରଣ କାର୍ଯ୍ୟକ୍ଷମ  ହିନ୍ଦୁପୁର ଏବଂ ଦେବରାପଲ୍ଲୀ…

ରାଜ୍ୟରେ ଟିକାକରଣ ୪.୫ କୋଟି ଟପିଲା, ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଓଡିଶାରେ କରୋନା ବିରୋଧୀ ଟିକାକରଣ ୪.୫ କୋଟି ଟପିଛି । ଏହି ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି ଯେ ଓଡ଼ିଶାରେ ୪.୫…

ବିଷ ପିଇ ଆତ୍ମହତ୍ୟା କଲେ ବିବାହିତ ମହିଳା, ଅତ୍ମହତ୍ୟାର ପ୍ରକୃତ କାରଣ ଖୋଜୁଛି ପୋଲିସ

ନୂଆପଡ଼ା (ଭାସ୍କର ନ୍ୟୁଜ୍): ବିଷ ପିଇ ଆତ୍ମହତ୍ୟା କଲେ ବିବାହିତ ମହିଳା। ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୋ ତେବେ ସେଠାରେ ଡାକ୍ତର ମୃତ ଘୋଷଣା…

୩ ଦିନ ପରେ ଫେରିବ ଶୀତ, ଥରାଇବ ହାଡ଼ଭଙ୍ଗା ଥଣ୍ଡା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌) : ଆଉ ୩ ଦିନ ପରେ ରାଜ୍ୟକୁ ଶୀତ ଫେରିବ । ଓଡ଼ିଶା ଶୀତରେ ଥରିବ । ବାତ୍ୟା ଜୱାଦ ପାଇଁ ମେଘୁଆ ପାଗ ଓ ବର୍ଷା ଯୋଗୁ ରାଜ୍ୟରେ ଶୀତର ପ୍ରକୋପ କମ୍‌ ରହିଥିଲା । ରାତ୍ରି ତାପମାତ୍ରା…

ପ୍ରେମକୁ କେନ୍ଦ୍ରକରି ଯୁବକକୁ ମାଡ, ମୋବାଇଲ୍‌ରୁ ମୋବାଇଲ୍‌ ଘୁରି ବୁଲୁଛି ମାଡ଼ ବେଳର ଭିଡିଓ

ରାଇଘର (ଭାସ୍କର ନ୍ୟୁଜ୍‌): ପ୍ରେମକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ଦ୍ଧୁମ ମାଡ଼। ମୋବାଇଲ୍‌ରୁ ମୋବାଇଲ୍‌ ଘୁରି ବୁଲୁଛି  ପ୍ରେମିକକୁ କେତେଜଣ ଯୁବକ ମିଶି ନିର୍ଦ୍ଧୁମ ବାଡେଇବା ଭିଡ଼ିଓ । ପୁଅ ଝିଅର ପ୍ରେମ ସମ୍ପର୍କ…

ରାଶିଫଳ(ଗୁରୁବାର,୦୯ ଡିସେମ୍ବର,୨୦୨୧)

ମେଷ - ଆଜି ଆଧ୍ୟାତ୍ମିକ ଭାବଧାରାକୁ ପରିପୁଷ୍ଟ କରିବେ। ଶାନ୍ତ ଓ ସୁଶିଳତାର ଝଲକରେ ଆତ୍ମୀୟସ୍ବଜନଙ୍କ ମନ କିଣି ନେଇପାରନ୍ତି। କିନ୍ତୁ ପାରିବାରିକ ଭୁଲ୍ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି…

ବଣାଇ ତହସିଲଦାର ନିଲମ୍ବିତ: ଜାଣନ୍ତୁ କଣ ରହିଛି କାରଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବଣାଇ ତହସିଲଦାରଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବଣାଇ ତହସିଲଦାର ସୁଶୀଲ କୁଜୁରଙ୍କୁ ନିଲମ୍ବନ କରାଯାଇଛି । ଏହା ସହିତ ପରବର୍ତ୍ତୀ…