Breaking News ଚାହୁଁ ଚାହୁଁ ସାତ ଦିନ ବିତିଯିବ: ଏହାପରେ ତପସ୍ୱିନୀ-ସୁମିତ କ’ଣ କରିବେ? Manas Pradhan Dec 5, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାତ ଦିନ ପାଇଁ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ତପସ୍ୱିନୀ ଦାଶ ଓ ସୁମିତ ସାହୁ ନୂଆ ଜୀବନ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଦମ୍ପତି ୩ଟି ନୂଆ ସକାଳକୁ ଦେଖିସାରିଲେଣି ।…
Breaking News ଓମିକ୍ରନକୁ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ? ଜାଣନ୍ତୁ ଓଡ଼ିଶାରେ କିପରି ରହିଛି ପ୍ରସ୍ତୁତି Sushreejyoti Routray Dec 5, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଧିରେ ଧିରେ ବ୍ୟାପିବାରେ ଲାଗିଲାଣି । ପ୍ରଥମରେ କର୍ଣ୍ଣାଟକ ଓ ଗୁଜରାଟ, ମହାରାଷ୍ଟ୍ର ପରେ ଏହା ଦିଲ୍ଲୀକୁ ବି ନିଜ କବଜାକୁ ନେବାରେ ଲାଗିଛି ।…
Breaking News ଜାନୁଆରୀ-ଫେବୃଆରୀ ବେଳକୁ ପିକ୍ ରେ ଥିବ କୋଭିଡର ତୃତୀୟ ଲହର- IIT ପ୍ରଫେସର୍ କଲେ ଏପରି ଦାବି Odisha Bhaskar Bureau Dec 5, 2021 ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୁତନ ଭାରିଆଣ୍ଟ ଓମିକ୍ରନ୍ ର ପ୍ରଭାବ ନୂଆ ବର୍ଷ ବେଳକୁ ବୃଦ୍ଧିପାଇବାର ଆଶଙ୍କା ରହିଛି । ବର୍ତ୍ତମାନ ଦୁଇ ଦିନ ଭିତରେ ୫ଟି ମାମଲା ସାମନାକୁ ଆସିଛି । ଜାନୁଆରୀ ମାସ ଶେଷ ଆଡ଼କୁ ଏବଂ…
Breaking News ରାଜଧାନୀରେ ପ୍ରଥମ ‘ଓମିକ୍ରନ୍’ରୋଗୀ ଚିହ୍ନଟ Sushreejyoti Routray Dec 5, 2021 ନୂଆଦିଲ୍ଲୀ: : ଦେଶରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଧିରେ ଧିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଓମିକ୍ରନର ୪ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ ରୋଗୀ…
Breaking News ରାଜ୍ୟରୁ ୧୮୯ ପଜିଟିଭ୍ ଚିହ୍ନଟ, ଆଜି ୨ ଜଣ ପ୍ରାଣ ହରାଇଲେ Manas Pradhan Dec 5, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
Breaking News କିଏ ହେବ ବିଜେପିର ବିଧାୟକ ଦଳ ନେତା, ହାଇକମାଣ୍ଡଙ୍କୁ ଗୁହାରି କରିବାକୁ ଦିଲ୍ଲୀରେ ଡେରା ପକାଇଲେ ନେତା Manas Pradhan Dec 5, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଏ ହେବ ରାଜ୍ୟ ବିଜେପିର ବିରୋଧୀ ଦଳ ନେତା? ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ବିଧାନସଭାର ଶୀତ ଅଧିବେଶନକୁ ଇତିମଧ୍ୟରେ ୪ ଦିନ ବିତିଯାଇଥିଲେ ହେଁ ମମିତା ମେହେର…
Breaking News ନାଗାଲାଣ୍ଡରେ ସୁରକ୍ଷାବଳଙ୍କ ଫାୟାରିଂ,୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ; ମୁଖ୍ୟମନ୍ତ୍ରୀ ଦେଲେ ଏସଆଇଟି ଯାଞ୍ଚ ପାଇଁ ନିର୍ଦ୍ଦେଶ Odisha Bhaskar Bureau Dec 5, 2021 ନୂଆଦିଲ୍ଲୀ: ନାଗାଲାଣ୍ଡରେ ସୁରକ୍ଷାବଳଙ୍କ ଫାୟାରିଂ ଘଟଣାରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି ଓ ଦୁଇ ଜଣ ଆହତ ହୋଇଛନ୍ତି । ଏହି ଘଟଣା ଏବେ ସବୁଆହେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାକୁ ଦୁର୍ଭାଗ୍ୟଜନକ…
Breaking News ଓଡ଼ିଶା ସରକାରଙ୍କ ମେଡିକାଲ କଲେଜରେ ଡାଟା ଏଣ୍ଟ୍ରି ଅପରେଟର, ମଲ୍ଟି ଟାସ୍କିଂ ଷ୍ଟାଫ୍, ଲାବୋରେଟୋରୀ ଟେକ୍ନିସିଆନ୍ ଆଦି ପଦବୀ ଖାଲି Manas Pradhan Dec 5, 2021 ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କୋରାପୁଟ ଜିଲ୍ଲାର ଜାନିଗୁଡ଼ା ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅନେକ ଚାକିରି ବାହାରିଛି । ସାଇଣ୍ଟିଷ୍ଟ ବି, ରିସର୍ଚ୍ଚ ଆସିଷ୍ଟାଣ୍ଟ,…
Breaking News ହକି ପାଇଁ ବାଧକ ସାଜିଲା ବର୍ଷା, ମ୍ୟାଚ୍ ସ୍ଥଗିତ Sushreejyoti Routray Dec 5, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନିୟର ପୁରୁଷ ହକି ବିଶ୍ୱକପରେ ବର୍ଷା ସାଜିଲା ବାଧକ । ସ୍ପେନ-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ସ୍ଥଗିତ କରାଯାଇଛି । ୧୦ଟା ୩୦ରେ ଖେଳାଯିବାକୁ ଥିବା ମ୍ୟାଚ୍ ୧୧ଟାରେ…
Breaking News ଏହି ଫଳରସ ସେବନ ଦ୍ୱାରା ୩ ଘଣ୍ଟା ମଧ୍ୟରେ ଖସିଆସୁଛି ରକ୍ତ ଶର୍କରା ସ୍ତର, ଜାଣନ୍ତୁ କଣ କହୁଛି ଅଧ୍ୟୟନ Odisha Bhaskar Bureau Dec 5, 2021 ନୂଆଦିଲ୍ଲୀ: ଟାଇପ୍-୨ ମଧୁମେହ ଏପରି ଏକ ସ୍ଥିତି ଯେଉଁଥିରେ ଅଗ୍ନାଶୟ ପର୍ୟ୍ୟାପ୍ତ ପରିମାଣରେ ଇନସୁଲିନ୍ ଉତ୍ପାଦନ କରିପାରେ ନାହିଁ କିମ୍ବା ଶରୀରକୁ ହରମୋନ୍ ସିଠିକ୍ ଭାବରେ ମିଳିପାରେ ନାହିଁ । ଯାହା ଦ୍ୱାରା କୋଷିବା…