ବାତ୍ୟା ଜୱାଦ Update: ଖୋର୍ଦ୍ଧାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ସମସ୍ତ ତହସିଲଦାର, ବିଡିଓଙ୍କୁ ନେଇ ଜିଲ୍ଲାପାଳଙ୍କ ପ୍ରସ୍ୁତି ବୈଠକ । ବୈଠକ ପରେ ୩ରୁ ୫ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି…

ଓମିକ୍ରନ କାରଣରୁ ଗୋଟିଏ ସପ୍ତାହ ଘୁଞ୍ଚିପାରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ

ନୂଆଦିଲ୍ଲୀ : ବର୍ତ୍ତମାନ କୋଭିଡ୍-୧୯ର ନୂତନ ସ୍ୱରୂପ ଓମିକ୍ରନକୁ ନେଇ ସମଗ୍ର ଦୁନିଆ ଚିନ୍ତିତ । ଏହି ନୂତନ ଭାରିଏଣ୍ଟ ଅନେକ ଦେଶରେ ଲକଡାଉନ୍ ଭଳି ପରିସ୍ଥିତି ସୃଷ୍ଟି କରିଛି । ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ଏହି…

ବଢ଼ିଲା ଚିନ୍ତା; ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରରେ ଅନେକ ଦେଶର କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନିଜର କାୟା ବିସ୍ତାର କରୁଥିବା ବେଳେ ଆସିଛି ବଡ଼ ଖବର । ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଣ୍ଣାଟକରେ କୋଭିଡର ନୂଆ…

ଗଛ ଲଗାନ୍ତୁ: ୨୦ ହଜାର ନିବେଶରେ ମାସକୁ କମାନ୍ତୁ ୩.୫ ଲକ୍ଷ, କେନ୍ଦ୍ର ସରକାର ଦେଉଛନ୍ତି ସବସିଡି

ନୂଆଦିଲ୍ଲୀ: ଯଦି ଆପଣ ନିଜର ୯ରୁ୫ ଚାକିରିରେ ବୋର ହେଇ ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ସହିତ ଏକ ବିଜିନେସ ଆଇଡିଆ ଶେୟାର କରିବାକୁ ଯାଉଛୁ । କେବଳ ଗଛ ଲଗାଇ ଆପଣ ମାସକୁ ୩ରୁ ୩.୫ ଲକ୍ଷ ଟଙ୍କା ଆୟ କରି ପାରିବେ । ଏହା…

ବଢ଼ିଲା DL-RC ଏବଂ RTO ସହ ଜଡ଼ିତ କାର୍ଯ୍ୟର ସମୟ ସୀମା, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ନୂଆଦିଲ୍ଲୀ: ବାହାନ ଚାଳକଙ୍କ ପାଇଁ ଖୁସି ଖବର । ସରକାର ଫେବୃଆରୀ ୨୦୨୦ ରୁ ନଭେମ୍ବର ୨୦୨୧ ମଧ୍ୟରେ ସମାପ୍ତ ହେବାକୁ ଥିବା ଲର୍ଣ୍ଣିଂ ଲାଇସେନ୍ସର ସମୟ ସୀମା କୁ ଏବେ ୩୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ବଢ଼ାଇଛନ୍ତି ।…

ବିଜେପି ବିଧାୟକଙ୍କ ମାରିବାକୁ ଚାଲିଥିଲା ପ୍ଲାନିଂ, ଭୁଲରେ କଂଗ୍ରେସ ନେତାଙ୍କର ହୋଇଗଲା ଭିଡିଓ; ଦେଖନ୍ତୁ Viral Video

ନୂଆଦିଲ୍ଲୀ : କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ କଂଗ୍ରେସ ନେତା ବିଜେପି ବିଧାୟକଙ୍କୁ ହତ୍ୟା କରିବାର ଯୋଜନା ବିଷୟରେ କହୁଥିବାର ଦେଖିବାକୁ ମିଳିଛି । କଂଗ୍ରେସ ନେତାଙ୍କ ଏହି…

ବିଜେପି ମନ୍ତ୍ରୀଙ୍କୁ ଅଟକାଇଲେ ପୋଲିସ ବାବୁ: ମିଳିଲା ଟ୍ରାନ୍ସଫର ଧମକ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଜଣେ ପୋଲିସ ଅଧିକାରୀଙ୍କୁ ଟ୍ରାନ୍ସଫରର ଧମକ ଦେଇଛନ୍ତି ବିଜେପି ମନ୍ତ୍ରୀ । ପୋଲିସ ବାବୁଙ୍କର ଭୁଲ ଏତିକି ଯେ, ସେ ମନ୍ତ୍ରୀଙ୍କ କାର ଅଟକାଇ ଦେଇଥିଲେ । ପୋଲିସ ଏସପି ଓ ମାଜିଷ୍ଟ୍ରେଟ ଯାଉଥିବା କାରଣରୁ…

ପୁଣି ବିଦା ହେଲେ ଆଉ ୪ ସରକାରୀ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ୪ ସରକାରୀ ବାବୁଙ୍କୁ ଚାକିରିରୁ…

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ଲଘୁଚାପ । ୧୨ ଘଣ୍ଟାରେ ଏହା ଅବପାତ ଓ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ…

ରାଜଧାନୀରେ କାଲିଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ; ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ୟା ଯୋଗୁଁ ପୁଣି ସ୍କୁଲଗୁଡିକୁ ବନ୍ଦ କରିଦିଆଯାଇଛି । କେଜରିୱାଲ ସରକାରଙ୍କ ଏହି ଆଦେଶ ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲିଠାରୁ ଲାଗୁ ହେବ । ଦିଲ୍ଲୀ-ଏନସିଆରରେ…