ନ୍ୟୁଜିଲାଣ୍ଡକୁ ଚକମା ଦେବା ପଛରେ ଦ୍ରାବିଡ଼ଙ୍କ ରଣନୀତି: ୫ ୱିକେଟ ନେବା ପଛର କାହାଣୀ କହିଲେ ଅକ୍ଷର
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିବସରେ ସ୍ପିନର ଅକ୍ଷର ପଟେଲଙ୍କ ଯାଦୁ କାମ କରିଛି । ଦ୍ୱିତୀୟ ଦିବସରେ ଦଳ କୌଣସି ୱିକେଟ ନ ହରାଇ ୧୨୯ ରନ ସଂଗ୍ରହ କରିଥିବା ଫଳରେ ତାହା ଭାରତର ଚିନ୍ତା ବଢ଼ାଇ…