ଆସନ୍ତା ୨୯ ତାରିଖ ଆଡ଼କୁ ଆଣ୍ଡାମାନ ସାଗରରେ ଲଘୁଚାପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୨୯ ତାରିଖ ଆଡ଼କୁ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବା ସହ ପରବର୍ତ୍ତୀ ୪୮ଘଣ୍ଟାରେ ପଶ୍ଚିମ-ଉତ୍ତର…

ଏକ୍ସପାଏରି ମେଡିସିନକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକ୍ସପାଏରି ମେଡିସିନକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏକ୍ସପାଏରି ମେଡିସିନର ଷ୍ଟକ୍ ନେଇ ରେଜିଷ୍ଟରରେ ତଥ୍ୟ ରଖାଯିବ । ସ୍ୱାସ୍ଥ୍ୟ ବିଭାଗ ଏନେଇ ନିର୍ଦ୍ଦେଶ…

ସଡ଼କ ଦୁର୍ଘଟଣାରେ ୩ ମୃତ, ୯ ଆହତ

ବାଲୁଗାଁ(ଓଡ଼ିଶା ଭାସ୍କର): ବାଲୁଗାଁ ବେଲପଡ଼ା ଛକ ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ୯ଜ ଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୭ ଜଣଙ୍କର…

ଟିଟିଲାଗଡ଼ରେ ସେକ୍ସ ରାକେଟ୍ ଠାବ: ୩ ଯୁବତୀଙ୍କ ସହ ଗ୍ରାହକ ଓ ଦଲାଲ ଗିରଫ

ଶଗଡ଼ଘାଟ (ଭାସ୍କର ନ୍ୟୁଜ୍):  ଶଗଡ଼ଘାଟ  ଆଇଟିଆଇ ନିକଟରେ ଚାଲିଥିଲା ସେକ୍ସ ରାକେଟ। ବିଶେଷ ସୂତ୍ରରୁ ଖବର ପାଇ ରେଡ କଲା ପୋଲିସ ଟିମ୍। ଆପତ୍ତିଜନକ ଅବସ୍ଥାରେ ଧରାପଡିଲେ ଯୁବକ-ଯୁବତୀ। ଏଭିଳି ଘଟଣା ଟିଟିଲାଗଡ଼ ବ୍ଳକ…

ଆବାସିକ ସ୍କୁଲର ୨୬ ଛାତ୍ରୀ କରୋନା ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ଆବାସିକ ଆଦିବାସୀ ବାଳିକା ସ୍କୁଲର ୨୬ ଜଣ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ ଠାକୁରମୁଣ୍ଡା ବ୍ଲକ୍ ର ଚମକପୁର ଆଦିବାସୀ ବାଳିକା ସ୍କୁଲରୁ ଏହି ୨୬ କରୋନା…

ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଏଣ୍ଟ: ୩ ଦେଶର ଫେରନ୍ତାଙ୍କ ପାଇଁ ୧୦ ଦିନିଆ ସଙ୍ଗରୋଧରେ ରଖିବାକୁ ଆଡ଼ଭାଇଜରୀ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । ଏହାପରେ ଦକ୍ଷିଣ ଆଫ୍ରିକା, ବୋସୱାନା ଓ ହଂକଂରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଛି ।…

ଧଳାଜହର ଡିଲ୍ ବେଳେ ମାଡ଼ି ବସିଲା ପୋଲିସ: ୪ ବେପାରୀ ଗିରଫ

ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍‌): ଖୋର୍ଦ୍ଧା ପୋଡାଡିହ ଗାଁ ନିକଟରେ ଧଳାଜହର ଡିଲ୍ ବେଳେ ମାଡ଼ି ବସିଲା ପୋଲିସ। ୨୭ ଗ୍ରାମ ବ୍ରାଉନ ସୁଗର ଜବତ।  ୪ ବେପାରୀ ଗିରଫ। ବ୍ରାଉନ ସୁଗର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା…

ବିହାରରେ ଦାରିଦ୍ର୍ୟ ହାର ସବୁଠୁ ଅଧିକ, ନବମରେ ଓଡିଶା: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ: ୨୦୧୫-୧୬ରେ ୪ର୍ଥ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଉପରେ ଆଧାରିତ ନୀତି ଆୟୋଗ ରିପୋର୍ଟ ଆଧାରରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ବିହାରରେ ଦାରିଦ୍ର‌୍ୟ ହାର ସବୁଠାରୁ ଅଧିକ । ନବମ ସ୍ଥାନରେ ରହିଛି…

ରାଶିଫଳ(ଶନିବାର,୨୭ ନଭେମ୍ବର,୨୦୨୧)

ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…

ଖାଇବା ହଜମ ହେଉନି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ,ସବୁବେଳେ ପାଚନ ତନ୍ତ୍ରକୁ ଠିକ୍ ରଖିବା ଆବଶ୍ୟକ । କିନ୍ତୁ ଆଜିକାଲି ପାଚନ ଜନିତ ବିଭିନ୍ନ ସମସ୍ୟା ଅନେକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ତେବେ ପାଚନ ତନ୍ତ୍ରକୁ ଠିକ୍ ରଖିବା…