୬୦ ନୁହେଁ, ଏବେ ୪୦ ବର୍ଷ ବୟସରେ ମିଳିବ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍! LIC ଆଣିଲା ଏହି ଜବରଦସ୍ତ ପ୍ଲାନ୍
ନୁଆଦିଲ୍ଲୀ: ଏପର୍ଯ୍ୟନ୍ତ ଆପଣ ୬୦ ବର୍ଷ ବୟସରେ ପେନସନ୍ ମିଳିବା କଥା ଶୁଣିଥିବେ ନିଶ୍ଚୟ । କିନ୍ତୁ ଏବେ ଆପଣମାନଙ୍କୁ ପେନସନ୍ ପାଇଁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଜୀବନ ବୀମା ନିଗମ(ଏଲଆଇସି) ଏକ ଜବରଦସ୍ତ…