ବୁଧବାରଠୁ ଜୁନିୟର ହକି ବିଶ୍ୱକପ୍: ଭାରତୀୟ ଜୁନିୟର ଦଳର ଚାଲିଛି ଜୋରଦାର୍ ଅଭ୍ୟାସ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଆସନ୍ତା ୨୪ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୁନିୟର ହକି ବିଶ୍ୱକପ ଖେଳିବା ପାଇଁ ସମସ୍ତ ଅଂଶ ଗ୍ରହଣକାରୀ ଦଳ ଏଠାରେ ପହଞ୍ଚି ସାରିଥିବା ବେଳେ…