CHARIDHAM

ଦ୍ୱିତୀୟ ଟି-୨୦: ଲଢେଇ କରି ହାରିଲେ ଭାରତୀୟ ମହିଳା

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମୁକାବିଲାକୁ ଜିତି ନେଇଛି ଘରୋଇ ଦଳ । ୧୧୯ ରନ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୧୯.୧ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ…

ପ୍ରେମର କରୁଣ ପରିଣତି; SGT ୟୁନିଭର୍ସିଟି କ୍ୟାମ୍ପସ ବାହାରେ ଡାକ୍ତରୀ ଛାତ୍ରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ନୂଆଦିଲ୍ଳୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମ ବ୍ୟାପାରକୁ ନେଇ ଜଣେ ଡାକ୍ତରୀ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଗୁରୁଗ୍ରାମର ଏକ ଘରୋଇ ମେଡିକାଲ…

୭୮ ବର୍ଷର ବରକୁ ୭୯ ବର୍ଷୀୟା କନିଆ, ଅନଲାଇନରେ ଆରମ୍ଭ ହୋଇଥିଲା ପ୍ରେମ

ପ୍ରେମ ପାଇଁ ନା ଥାଏ ବୟସ, ନା ଥାଏ ରଙ୍ଗ । କେଉଁଠି ନାବାଳିକ, ନାବାଳିକା ନିଜ ଇଛାରେ ବାହା ହେଲେଣି ତ ଆଉ କେଉଁଠି ବୟସର ବାର୍ଦ୍ଧକ୍ୟରେ ଆସି ମଧ୍ୟ ଲୋକ ପ୍ରେମରେ ପଡ଼ି ବାହା ହେଉଛନ୍ତି । ସେହିପରି ୭୮ ବର୍ଷୀୟ ଜିମ…

ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନ; ବିଜେପି ନେତାଙ୍କ ଭିଣୋଇଙ୍କୁ ଛାଡ଼ିଥିଲା ଏନସିବି

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଶନିବାର ଏନସିବି ଉପରେ ଅଭିଯୋଗ ଆଣିଛନ୍ତି  । ସେ କହିଛନ୍ତି ଏନସିବି ମୁମ୍ବାଇରେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଜଣେ ବିଜେପି କର୍ମୀଙ୍କ ଭିଣୋଇଙ୍କୁ…

୬୦ ହଜାର ପଏଣ୍ଟ ଛୁଇଁଲା Sensex; ନୂତନ ରେକର୍ଡ କଲା Nifty

ମୁମ୍ବାଇ: ପୁଣି ଥରେ ନିବେଶକଙ୍କୁ ମାଲାମାଲ କରିଛି ଭାରତୀୟ ଶେୟାର ବଜାର । ବିଏସଇ ସୂଚକାଙ୍କ ସେନସେକ୍ସ ପୁଣି ଥରେ ୬୦ ହଜାର ପଏଣ୍ଟ ଛୁଇଁଥିବା ବେଳେ ନୂତନ ରେକର୍ଡ କରିଛି ଏନଏସଇର ନିଫ୍ଟି । ଶୁକ୍ରବାର ସପ୍ତାହର…

୫ ଜିଲ୍ଲା ସାବଧାନ୍! ବିଜୁଳି ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ଟି ଜିଲ୍ଲାରେ ବିଜୁଳି ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି । ଏନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ…

ବିଜେପି କର୍ମୀଙ୍କ ହତ୍ୟା ଯୁକ୍ତିଯୁକ୍ତ; ଲଖୀମପୁର ମାମଲାରେ ଟିକାୟତଙ୍କ ବିବାଦୀୟ ବୟାନ

ନୂଆଦିଲ୍ଳୀ: ଲଖୀମପୁର ଖେରୀ ହିଂସାକାଣ୍ଡକୁ ନେଇ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଶନିବାର ଟିକାୟତଙ୍କ ଏହି ବୟାନକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି । ଶନିବାର ଟିକାୟତ ନିଜ ବୟାନରେ…

ଭିଜିଲାନ୍ସ ଜାଲରେ ଏସଇ, କାରରୁ ୧୦ ଲକ୍ଷ ଟଙ୍କା ଜବତ

ଯାଜପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନଚନ୍ଦ୍ର ସାହୁଙ୍କୁ ଧରିଛି ଭିଜିଲାନ୍ସ ।…

ନବରାତ୍ରିର ଶୁଭବେଳାରେ ୯ଟି ସ୍କିମରେ ଆଜି ହିଁ କରନ୍ତୁ ନିବେଶ, ଲାଇଫ୍ ହୋଇଯିବ ମାଲାମାଲ୍

ନବରାତ୍ରିର ୯ ପାର୍ବଣ ଦିନରେ ଯେ କୌଣସି କାର୍ଯ୍ୟ କଲେ ତାହାକୁ ଶୁଭ ବୋଲି ମାନାଯାଏ । ଯଦି ଏହି ସମୟରେ ଆପଣ କୌଣସି ନିବେଶ କରନ୍ତି, ତେବେ ସେଥିରେ ଆପଣଙ୍କୁ ଅଧିକ ଫାଇଦା ମିଳିବ । ଆଜି ଆମେ ଆପଣଙ୍କୁ ଏପରି ୯ଟି ନିବେଶ…

ଅଧିକ ଅମାନିଆ ହେଲେ ବନ୍ଧାହେବେ: ସିପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଏବେବି ରହିଛି ବିପଦ । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କରୋନା ଧୀରେ ଧୀରେ ବଢୁଥିବା କୁହାଯାଉଛି । ଏହାରି ମଧ୍ୟରେ ଆଗକୁ ଆସୁଛି…