ମା’ ହେବେ ଅଭିନେତ୍ରୀ କାଜଲ୍‌, ଗତ ବର୍ଷ ଲକ୍‌ଡାଉନ୍‌ରେ କରିଥିଲେ ବିବାହ

ମୁମ୍ବାଇ (ଭାସ୍କର ନ୍ୟୁଜ୍) : ‘ସିଙ୍ଘମ ଗର୍ଲ’ ଅର୍ଥାତ୍‌ ଅଭିନେତ୍ରୀ କାଜଲ୍‌ ଅଗ୍ରୱାଲ ଆଜି କାଲି ସ୍ୱାମୀ ଗୌତମ କିଚଲୁଙ୍କ ସହ ଦାମ୍ପତ୍ୟ ଜୀବନକୁ ଏଞ୍ଜଏ କରୁଛନ୍ତି । କାଜଲ ପ୍ରାୟତଃ ସ୍ୱାମୀ ଗୌତମ କିଚଲୁଙ୍କ ସହ…

ଏହି ସ୍ଥାନରେ ଯୁବତୀମାନେ ଶସ୍ତାରେ ବିକ୍ରି ହୁଅନ୍ତି: ତିନି ବର୍ଷରେ ଥରେ ମିଳିଥାଏ ସୁଯୋଗ, ଜାଣନ୍ତୁ କେଉଁଠି

କଥାରେ ଅଛି ପାଖରେ ଅର୍ଥ ଥିଲେ ଏ ବିଶ୍ୱରେ ସବୁକିଛି ମିଳିଯିବ । ତେବେ ଏକଥା ହୁଏତ ଆପଣମାନେ ଜାଣିନଥିବେ ଯେ, ମନ ପସନ୍ଦର କନ୍ୟା ମଧ୍ୟ ଆପଣ ଟଙ୍କା ଦେଇ କିଣିପାରିବେ । ମାତ୍ର ସୁଯୋଗ ସବୁଦିନ ଚାଲିନଥାଏ । ଖୁବ୍ ସ୍ୱଳ୍ପ…

ମୋବାଇଲ ନମ୍ବରକୁ ଟ୍ରାକ୍ କରି ଧଳା ଜହର ବେପାରୀକୁ ମାଡ଼ି ବସିଲା ପୁଲିସ: ୭ ଗ୍ରାମ ବ୍ରାଉନ୍‌ସୁଗର ଓ ସ୍କୁଟି ଜବତ

ରଣପୁର (ଭାସ୍କର ନ୍ୟୁଜ୍‌): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଓ ରଣପୁର ଥାନା ଅଞ୍ଚଳରେ ଧଳା ଜହର କାରବାର ରୋକିବା ପାଇଁ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କଡା ନିର୍ଦେଶ ଦେଇଛନ୍ତି । ଯାହାକୁ ନେଇ ପୋଲିସ ଧଳା ଜହର…

ପୁଣି ବଢ଼ିଲା ପାନ୍-ଆଧାର ଲିଙ୍କ କରିବାର ଅବଧି, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି?

ନୂଆଦିଲ୍ଲୀ: ଆଧାର କାର୍ଡକୁ ପାନ୍ କାର୍ଡ ସହିତ ଲିଙ୍କ କରିବାର ଅବଧିକୁ ସରକାର ପୁଣି ଥରେ ବଢ଼ାଇଦେଇଛନ୍ତି । ଏବେ ଆପଣ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଆଧାରକୁ ପାନ୍ ସହିତ ଲିଙ୍କ କରିପାରିବେ । ଆୟଗର ବିଭାଗ ପକ୍ଷରୁ…

ଦୁଇ ଦିନରେ ୧୧୦୦ କୋଟି ଟଙ୍କାର ଇଲେକ୍ଟ୍ରିକ ସ୍କୁଟର ବିକ୍ରି କରି ରେକର୍ଡ ସୃଷ୍ଟି କଲା ‘ଓଲା’, ପ୍ରତି ସେକେଣ୍ଡରେ ୪ଟି ସ୍କୁଟି…

ନୂଆଦିଲ୍ଲୀ: ଦୁଇ ଦିନରେ ୧୧୦୦ କୋଟି ଟଙ୍କାର ଓଲା ଇଲେକ୍ଟ୍ରିକ ସ୍କୁଟର ବିକ୍ରି ହେବା ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଦିନରେ ୬୦୦ କୋଟି ଟଙ୍କାର ସ୍କୁଟର ବିକ୍ରୟ ହୋଇଥିବା ବେଳେ କମ୍ପାନୀ ଦ୍ୱିତୀୟ ଦିନରେ ୫୦୦ କୋଟି…

ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଧିରେ ଧିରେ କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର କମୁଥିବାରୁ ହୀରାକୁଦ ଡ୍ୟାମର ୪ଟି ଗେଟକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ…

ପାକିସ୍ତାନ କ୍ରିକେଟ୍‌କୁ ନ୍ୟୁଜିଲାଣ୍ଡ ହତ୍ୟା କରିଦେଲା: ସୋଏବ ଅଖତାର୍

ରାୱଲପିଣ୍ଡି: ପୂର୍ବତନ ପାକିସ୍ତାନୀ ପେସ୍‌ ବୋଲର ସୋଏବ ଅଖତାର କହିଛନ୍ତି ଯେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ କ୍ରିକେଟକୁ ହତ୍ୟା କରିଦେଲେ । ମାତ୍ର ନ୍ୟୁଜିଲାଣ୍ଡ ଦଳ ମନେ ରଖିବା ଉଚିତ ଯେ ଏକଦା ପାକିସ୍ତାନ ଦଳ…

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା, ଏବେ ସୁଦ୍ଧା ୨ କୋଟି ରାଜ୍ୟବାସୀ ନେଲେଣି କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): କୋଭିଡ୍‌ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏବେ ସୁଦ୍ଧା ୨ କୋଟିରୁ ଅଧିକ ପ୍ରଥମ କୋଭିଡ୍‌ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି ।…

ରାଶିଫଳ(ଶନିବାର,୧୮ ସେପ୍ଟେମ୍ବର,୨୦୨୧)

ମେଷ - ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।…

୨୦୨୨ରେ ଲଞ୍ଚ ହେବ ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ ଏଲ-୧’, ସୂଚନା ଦେଲା ଇସ୍ରାେ

ବେଙ୍ଗାଲୁରୁ : ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଭାରତ ନିଜର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-୧ ଆଗାମୀ ବର୍ଷ ଅର୍ଥାତ ୨୦୨୨ ମାର୍ଚ୍ଚମାସରେ ହାତକୁ ନେଇପାରେ । ତେବେ ଏହି ମିସନ ୨୦୨୦ ପ୍ରାରମ୍ଭିକ ପର୍ଯ୍ୟାୟରେ ହେବାର ଥିଲା ।…